ଜାତୀୟ ରାଜପଥ 71 | |
---|---|
Major junctions | |
West end: | Madanpalle |
East end: | Nayudupeta Road |
Highway system | |
ଜାତୀୟ ରାଜପଥ 71), (ପୂର୍ବତନ ଜାତୀୟ ରାଜପଥ 205 ), ଏକ ଭାରତୀୟ ଜାତୀୟ ରାଜପଥ । ଏହା ସମ୍ପୂର୍ଣ ଭାବରେ ଭାରତୀୟ ରାଜ୍ୟ ଆନ୍ଧ୍ରପ୍ରଦେଶରେ ଅବସ୍ଥିତ । ଏହାର ପଶ୍ଚିମ ଟର୍ମିନାଲ ଜାତୀୟ ରାଜପଥର ସଂଯୁକ୍ତ ସ୍ଥଳ ମଦନପଲ୍ଲେଠାରେ ଥିବା ବେଳେ ଏହାର ଶେଷ ରଣିଗୁନ୍ଥାଠାରେ ଜାତୀୟ ରାଜପଥ 716ଠାରେ ମିଶି ଥିବା ସ୍ଥଳରେ ହେଇଛି । [୧]
Iମଦନାପଲ୍ଲେରୁ ଆରମ୍ଭ ହେଇ ଏହା ପିଳେରୁ , ତିରୁପତି , ରାନୀଗୁନ୍ଥା , ଯେର୍ପେଡୁ ହେଇ ନଯାଦୁପେତ୍ତ ରୋଡରେ ସମାପ୍ତ ହୁଏ । ଏହାର ସମୁଦାଯ ଦୈର୍ଘ୍ୟ 191 କିଲୋମିଟର । [୨]