ଜାତୀୟ ରାଜପଥ 67 | |
---|---|
Major junctions | |
West end: | Hubli |
East end: | Gooty |
Highway system | |
ଜାତୀୟ ରାଜପଥ ୬୭ ( NH-67) ଏକ ମୁଖ୍ୟ ଭାରତୀୟ ରାଜପଥ । ପୌରବ ନମ୍ବର ଅନୁସାରେ ଏହା ଜାତୀୟ ରାଜପଥ ୬୩ ନାମରେ ପରିଚିତ ଥିଲା । ଏହା ରାଜପଥ ୪୮ ଯାଇଥିବା କର୍ଣାଟକର ହୁବଲିରୁ ବାହାରି ଆନ୍ଧ୍ରପ୍ରଦେଶ କୃଷ୍ଣପଟନମ୍ ବନ୍ଦରରେ ଶେଷ ହୁଏ । .[୧][୨]
ଏହି ରାଜପଥ ହୁବଳି, ଗଦଗ, କୋପାଳ, ହୋସପେଟ, ବେଲାରି ଓ ନେଲୋର ଆଦି ସହର ଦେଇ ଯାଇଥାଏ । .[୨]