ଜୀବନସାଥୀ | |
---|---|
ନିର୍ଦ୍ଦେଶକ | ପ୍ରଭାତ ମୂଖାର୍ଜୀ |
ପ୍ରଯୋଜକ | ଶ୍ରୀନିବାସ ପାଇକରାୟ |
କଳାକାର | ଶରତ ପୂଜାରୀ, ଗୀତାଞ୍ଜଳି, ମିନତି ମିଶ୍ର |
ସଙ୍ଗୀତ | ବାଳକୃଷ୍ଣ ଦାସ |
ମୁକ୍ତିଲାଭ ତାରିଖ | ୧୯୬୩ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଖର୍ଚ୍ଚ | ![]() |
ପ୍ରଭାତ ମୂଖାର୍ଜୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆକଥାଚିତ୍ର ଜୀବନସାଥୀ ୧୯୬୩ ମସିହାରେ ମୁକ୍ତିଲାଭ କରିଥିଲା । ପୁନର୍ଜନ୍ମ ଉପରେ ଆଧାରିତ ଏହି କଥାଚିତ୍ରରେ ଗୁରୁକୃଷ୍ଣ ଗୋସ୍ୱାମୀ ଓ ନାରାୟଣ ପ୍ରସାଦ ସିଂହ ଗୀତ ଲେଖିଥିଲେ ।[୧] ଏହା ଓଡ଼ିଶା ବାହାରେ (ଶିମଲା) ସୁଟିଂ କରାଯାଇଥିବା ପ୍ରଥମ ଓଡ଼ିଆ କଥାଚିତ୍ର ।[୨][୩] ଏହା ରାଷ୍ଟ୍ରପତିଙ୍କ ରୌପ୍ୟକମଳ ପୁରସ୍କାର ପାଇଥିଲା । [୪]
ଓଡ଼ିଆ କଥାଚିତ୍ର ‘ଜୀବନସାଥୀ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
{{cite news}}
: Check date values in: |accessdate=
(help)[permanent dead link]