ଜୋୟା ହୁସେନ | |
---|---|
ଜନ୍ମ | ନୂଆ ଦିଲ୍ଲୀ, ଭାରତ | ୧ ଅକ୍ଟୋବର ୧୯୯୦
ଜାତୀୟତା | ଭାରତୀୟ |
ବୃତ୍ତିସମୂହ |
|
ସକ୍ରିୟ ବର୍ଷ | ୨୦୧୭ – ଏବେଯାଏଁ |
ଜୋୟା ହୁସେନ (ଜନ୍ମ: ୧ ଅକ୍ଟୋବର ୧୯୯୦) ଜଣେ ଭାରତୀୟ ଅଭିନେତ୍ରୀ, ଲେଖକ ଏବଂ ନିର୍ଦ୍ଦେଶିକା ଯିଏ ମୁଖ୍ୟତଃ ହିନ୍ଦୀ ଚଳଚ୍ଚିତ୍ରରେ କାମ କରନ୍ତି । ହିନ୍ଦୀ କଥାଚିତ୍ର ନିର୍ଦ୍ଦେଶକ ଅନୁରାଗ କାଶ୍ୟପଙ୍କ ନିର୍ଦ୍ଦେଶିତ ମୁକ୍କାବାଜରେ ତାଙ୍କ ଅଭିନୟ ପାଇଁ ସେ ଜଣାଶୁଣା ।
ଜୋୟା ୧୯୯୦ ମସିହାର ଅକ୍ଟୋର ୧ ତାରିଖରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ ।[୧] ୨୦୧୭ ମସିହାରେ ସେ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଥିଲା ମୁକ୍କାବାଜ [୨][୩][୪] ସେ ଲେଖିଥିବା ଏକ କାହାଣୀ ପାଇଁ ପ୍ରଥମେ ଅନୁରାଗ କାଶ୍ୟପଙ୍କୁ ଭେଟିଥିଲେ, ମାତ୍ର ତାଙ୍କ କାହାଣୀ ସ୍ୱୀକୃତି ମିଳିନଥିଲା ବରଂ ତାଙ୍କୁ ଏହି କଥାଚିତ୍ରରେ ଅଭିନୟ କରିବାର ସୁଯୋଗ ମିଳିଥିଲା ।[୫] ତାଙ୍କଦ୍ୱାରା ଅଭିନୀତ ଏହି ଭୂମିକା ପାଇଁ ତାଙ୍କୁ ସମୀକ୍ଷକମାନେ ପ୍ରଶଂସା କରିଥିଲେ ।[୬]
ବର୍ଷ | ଚଳଚ୍ଚିତ୍ର | ଭୂମିକା | ଭାଷା | ମନ୍ତବ୍ୟ |
---|---|---|---|---|
୨୦୧୭ | ମୁକ୍କାବାଜ୍ | ସୁନୈନା ମିଶ୍ର | ହିନ୍ଦୀ | |
୨୦୧୮ | ତିନ୍ ଔର୍ ଆଧା | ସୁଲେଖା | ହିନ୍ଦୀ | |
ନାମଦେବ ଭାଉ: ଇନ୍ ସର୍ଚ୍ଚ ଅଫ୍ ସାଇଲେନ୍ସ | ତାରା | ହିନ୍ଦୀ | ||
୨୦୧୯ | ଲାଲ୍ କପ୍ତାନ | ଦ ଉଇଡୋ | ହିନ୍ଦୀ | [୭] |
୨୦୨୧ | କାଦନ / ଆରନ୍ୟା / ହାତୀ ମେରେ ସାଥି | ଅରୁଭି / ଆରଭି | ତାମିଲ୍ ତେଲୁଗୁ ହିନ୍ଦୀ [୮][୯] |
|
ଅନ୍କହି କାହାନିଆଁ | ତନୁ ମାଥୁର୍ | ହିନ୍ଦୀ | ଆନ୍ଥେଲୋଜି [୧୦] |
ବର୍ଷ | ସିରିଜ୍ | ଭୂମିକା | ଓଟିଟି | ଆଧାର |
---|---|---|---|---|
୨୦୨୧ | ଗ୍ରହଣ | ଏସପି ଅମୃତା ସିଂ | ଡିଜନି+ ହଟଷ୍ଟାର୍ | [୧୧] |
ବର୍ଷ | ଶୀର୍ଷକ | କଳାକାର | ଆଧାର |
---|---|---|---|
୨୦୧୮ | କୋଲ୍ଡ/ମେସ୍ | ପ୍ରତୀକ କୁହାଦ | [୧୨] |
୨୦୨୧ | ବ୍ରେକ୍ ଫ୍ରି |
{{cite journal}}
: Cite journal requires |journal=
(help)