Jaipur Elevated Skyway | |
---|---|
Route information | |
Length: | 8 km (୫�0 mi) |
Major junctions | |
From: | Madrampur, Civil Lines |
To: | Vidhyut Nagar |
Highway system | |
ଜୟପୁର ଉତ୍ଥିତ ରାଜପଥ ଭାରତୀୟ ରାଜ୍ୟ ରାଜସ୍ଥାନର ରାଜଧାନୀ ସହର ଜଯପୁରଠାରେ ଅବସ୍ଥିତ । [୧]
ଏହି ରାସ୍ତା ଫଳରେ ରାଜଧାନୀ ଜଯପୁରର ବ୍ୟସ୍ତ ବହୁଳ ଜକୋବ ରୋଡ , ରାଜଭବନ , ସିଭିଲ ଲାଇନ , ଶାଡୋଳା ଅଞ୍ଚଳର ଭିଡକୁ ନିଯନ୍ତ୍ରିତ କରି ହେବାସହ ଯାତାୟତ ସମୟରେ ବହୁ ଉନ୍ନତି ଘଟିବ ।[୨]
[୩] ବର୍ତ୍ତମାନ ଏହି ଦୁଇ ଲେନ ବିଶିଷ୍ଟ ରାସ୍ତା ମାତ୍ର 2.95 କିଲୋମିଟର ଦୀର୍ଘତାର ହେଇଥିଲେ ମଧ୍ୟ ଏହା ଜଯପୁର ସହରର ଅତ୍ୟନ୍ତ ବ୍ୟସ୍ତ ସହର ରାସ୍ତା ପାଇଁ ଖୁବ ଉପଯୋଗୀ ସାବ୍ୟସ୍ତ ହୋଇଛି । ତେଣୁ ସରକାର ଏହାର ପରିବର୍ଦ୍ଧନ ପାଇଁ ଯୋଜନା ଚୁଡାନ୍ତ କରିଛନ୍ତି । ଏହାକୁ ଆଜମର ଆଡେ ଯାଉଥିବା ରାସ୍ତା ଆଡେ ମଧ୍ୟ ପରିବର୍ଦ୍ଧନ କରି 22 ନବର ଗୋଦାମ ଆଡେ ନେବାର ଯୋଜନା କରାଯାଇଛି ।