ଟାକାଲସିଟୋଲ Trade names Curatoderm, Bonalfa, others Synonyms (1α,24R )-1,24-Dihydroxyvitamin D3 AHFS /Drugs.com International Drug Names Routes of administration Applied to the skin[ ୧]
(1S ,3R ,5Z ,7E ,24R )-9,10-secocholesta-5,7,10-triene-1,3,24-triol
ECHA InfoCard 100.220.855 Formula C 27 H 44 O 3 Molar mass 416.64 3D model (JSmol )
O[C@@H]1CC(\C(=C)[C@@H](O)C1)=C\C=C2/CCC[C@]3([C@H]2CC[C@@H]3[C@H](C)CC[C@@H](O)C(C)C)C
InChI=1S/C27H44O3/c1-17(2)25(29)13-8-18(3)23-11-12-24-20(7-6-14-27(23,24)5)9-10-21-15-22(28)16-26(30)19(21)4/h9-10,17-18,22-26,28-30H,4,6-8,11-16H2,1-3,5H3/b20-9+,21-10-/t18-,22-,23-,24+,25-,26+,27-/m1/s1
N Key:BJYLYJCXYAMOFT-RSFVBTMBSA-N
N
ଟାକାଲସିଟୋଲ (ଇଂରାଜୀ ଭାଷାରେ Tacalcitol), କୁରାଟୋଡର୍ମ ଏହାର ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ସୋରିଆସିସ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ, ବିଶେଷ ଭାବରେ ପ୍ଲେକ୍ ସୋରିଆସିସ ରୋଗର ।[ ୧] [ ୨] ଏହା ଚର୍ମରେ ଦିନକୁ ଥରେ କିମ୍ବା ଦୁଇଥର ପ୍ରୟୋଗ କରାଯାଏ ।[ ୧] [ ୩]
ପାର୍ଶ୍ୱ ପ୍ରତିକ୍ରିୟାରେ ଚର୍ମ ରାସ ଏବଂ ଉଚ୍ଚ କ୍ୟାଲସିଅମ ଅନ୍ତର୍ଭୁକ୍ତ ହୋଇପାରେ ।[ ୧] ଏହା ଏକ ଉତ୍ପାଦିତ ଜୀବସାର ଘ୩ ସଦୃଶ ଅଟେ ।[ ୩]
୧୯୯୩ ମସିହାରେ ଜାପାନରେ ଡାକ୍ତରୀ ବ୍ୟବହାର ପାଇଁ ଟାକାଲସିଟୋଲକୁ ଅନୁମୋଦନ କରାଯାଇଥିଲା ।[ ୪] କାଲସିପୋଟ୍ରିଓଲର ବିକଳ୍ପ ଭାବରେ ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜରୁରୀ ଔଷଧ ତାଲିକାରେ ଲିପିବଦ୍ଧ ଅଛି ।[ ୫] ଯୁକ୍ତରାଜ୍ୟରେ ୨୦୨୩ ମସିହାର ଏହାର ୩୦ ଗ୍ରାମର ମୂଲ୍ୟ ୧୩ ପାଉଣ୍ଡ ଥିଲା ।[ ୬]
↑ ୧.୦ ୧.୧ ୧.୨ ୧.୩ "Tacalcitol" . NICE . Archived from the original on 10 September 2023. Retrieved 9 September 2023 .
↑ "eEML - Electronic Essential Medicines List" . list.essentialmeds.org . Archived from the original on 10 June 2023. Retrieved 9 September 2023 .
↑ ୩.୦ ୩.୧ Peters DC, Balfour JA (August 1997). "Tacalcitol". Drugs . 54 (2): 265–71, discussion 272. doi :10.2165/00003495-199754020-00005 . PMID 9257082 .
↑ Tarutani, M (October 2004). "[Vitamin D3 for external application--history of development and clinical application]". Clinical calcium . 14 (10): 124–8. PMID 15577144 .
↑ World Health Organization (2023). The selection and use of essential medicines 2023: web annex A: World Health Organization model list of essential medicines: 23rd list (2023) . Geneva: World Health Organization. hdl :10665/371090 . WHO/MHP/HPS/EML/2023.02.
↑ "Tacalcitol Medicinal forms" . NICE . Archived from the original on 10 September 2023. Retrieved 9 September 2023 .