ଟାପେଣ୍ଟାଡୋଲ Trade names Nucynta, Palexia, Yantil, others Synonyms BN-200, CG-5503, R-331333 AHFS /Drugs.com monograph MedlinePlus a610006 Pregnancy category
AU : C
US : C (Risk not ruled out)
Addiction liability High[ ୧] Routes of administration By mouth[ ୧] Legal status
Bioavailability 32% (by mouth)[ ୨] Protein binding 20%[ ୩] Metabolism Liver (mostly via glucuronidation but also by CYP2C9 , CYP2C19 , CYP2D6 )[ ୨] Onset of action 30 min[ ୪] Elimination half-life 4 hours< (duration 4-6 hours)[ ୨] Duration of action 4 to 6 hr[ ୫] Excretion Urine and feces (1%)[ ୨]
3-[(1R ,2R )-3-(Dimethylamino)-1-ethyl-2-methylpropyl]phenol
ECHA InfoCard 100.131.247 Formula C 14 H 23 N O Molar mass ୨୨୧.୩୪ g·mol−1 3D model (JSmol ) Boiling point (decomposes)
Oc1cc(ccc1)[C@@H]([C@@H](C)CN(C)C)CC
InChI=1S/C14H23NO/c1-5-14(11(2)10-15(3)4)12-7-6-8-13(16)9-12/h6-9,11,14,16H,5,10H2,1-4H3/t11-,14+/m0/s1
Y Key:KWTWDQCKEHXFFR-SMDDNHRTSA-N
Y
ଟାପେଣ୍ଟାଡୋଲ, ବେପାର ନାମ ନ୍ୟୁସିଣ୍ଟା, ହେଉଛି ଏକ ଓପିଓଏଡ ଯନ୍ତ୍ରଣା ନିବାରକ ଔଷଧ ।[ ୧] ଏହା ସ୍ୱଳ୍ପ କିମ୍ବା ଦୀର୍ଘକାଳୀନ ହେଉଥିବା ମଧ୍ୟମରୁ ପ୍ରବଳ ଯନ୍ତ୍ରଣା ପାଇଁ ବ୍ୟବହୃତ ହୋଇପାରେ ।[ ୧] [ ୬] ଏହା ପାଟିରେ ଦିଆଯାଏ ।[ ୧] ଏହାର ପ୍ରଭାବର ଆରମ୍ଭ ପ୍ରାୟ ୩୦ ମିନିଟ ମଧ୍ୟରେ ହୁଏ ଏବଂ ୪-୬ ଘଣ୍ଟା ପର୍ଯ୍ୟନ୍ତ ରହିଥାଏ ।[ ୪] [ ୫]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, ନିଦ୍ରାଳୁ ଭାବ, କୋଷ୍ଠକାଠିନ୍ୟ ଏବଂ ଗଲୁ ହୋଇପାରେ ।[ ୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ବାତ , ନିମ୍ନ ରକ୍ତଚାପ, ନିଶାଗ୍ରସ୍ତ, ସେରୋଟୋନିନ ସିଣ୍ଡ୍ରୋମ ଏବଂ ଶ୍ୱାସକ୍ରିୟା ଅଭାବ (ଶ୍ୱାସକ୍ରିୟା ଅବସାଦ) ହୋଇପାରେ। [ ୧] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[ ୧] ଅପବ୍ୟବହାର ହେବାର ଆଶଙ୍କା ଅନ୍ୟ ଶକ୍ତିଶାଳୀ ଓପିଓଏଡ୍ ସହିତ ସମାନ ।[ ୧] ଯଦିଓ ଏହାର କାର୍ଯ୍ୟ ପ୍ରଣାଳୀ ସମ୍ପୂର୍ଣ୍ଣ ସ୍ପଷ୍ଟ ନୁହେଁ, ଏହା μ- ଓପିଓଏଡ୍ ରିସେପ୍ଟର ଉପରେ କାର୍ଯ୍ୟ କରିଥାଏ ଏବଂ ଉଭୟ ସେରୋଟୋନିନ୍ ଏବଂ ନରଏପିନେଫ୍ରିନ ସ୍ତରକୁ ବୃଦ୍ଧି କରିଥାଏ ।[ ୧]
୨୦୦୮ରେ ଆମେରିକାରେ,[ ୧] ୨୦୧୦ରେ ଅଷ୍ଟ୍ରେଲିଆରେ,[ ୭] ଏବଂ ୨୦୧୧ରେ ବ୍ରିଟେନ ଏବଂ ଭାରତରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଟାପେଣ୍ଟାଡୋଲକୁ ଅନୁମୋଦନ କରାଯାଇଥିଲା ।[ ୮] [ ୯] ଯୁକ୍ତରାଷ୍ଟ୍ରରେ ୫୦ ମି:ଗ୍ରା ବିଶିଷ୍ଟ ୩୦ଟି ବଟିକାର ମୂଲ୍ୟ ୨୩୦ ଡଲାର ।[ ୧୦] ଏହି ପରିମାଣର ଔଷଧର ମୂଲ୍ୟ ଯୁକ୍ତରାଜ୍ୟରେ ମୂଲ୍ୟ £୧୫ । [ ୬] ଏହା ଧୀର ନିଷ୍କାସନ ଆକାରରେ ବାହାରିଥାଏ । [ ୬]
↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ "Tapentadol Monograph for Professionals" . Drugs.com (in ଇଂରାଜୀ). Archived from the original on 5 March 2021. Retrieved 22 September 2021 .
↑ ୨.୦ ୨.୧ ୨.୨ ୨.୩ Fidman, B; Nogid, A (2010). "Role of Tapentadol Immediate Release (Nucynta) in the Management Of Moderate-to-Severe Pain" . Pharmacy and Therapeutics . 35 (6): 330–357. PMC 2888545 .
↑ Brayfield, A, ed. (14 November 2011). "Tapentadol" . Martindale: The Complete Drug Reference . Pharmaceutical Press. Archived from the original on 29 August 2021. Retrieved 2 April 2014 .
↑ ୪.୦ ୪.୧ Emmett, Stevan R.; Hill, Nicola; Dajas-Bailador, Federico (30 October 2019). Clinical Pharmacology for Prescribing (in ଇଂରାଜୀ). Oxford University Press. p. 441. ISBN 978-0-19-258564-6 . Archived from the original on 22 September 2021. Retrieved 22 September 2021 .
↑ ୫.୦ ୫.୧ Fischer, János; Ganellin, C. Robin; Rotella, David P. (15 October 2012). Analogue-based Drug Discovery III (in ଇଂରାଜୀ). John Wiley & Sons. p. 44. ISBN 978-3-527-65110-8 . Archived from the original on 22 September 2021. Retrieved 22 September 2021 .
↑ ୬.୦ ୬.୧ ୬.୨ BNF (80 ed.). BMJ Group and the Pharmaceutical Press. September 2020 – March 2021. p. 491. ISBN 978-0-85711-369-6 .{{cite book }}
: CS1 maint: date format (link )
↑ "TGA eBS - Product and Consumer Medicine Information Licence" . www.ebs.tga.gov.au . Archived from the original on 30 March 2020. Retrieved 22 September 2021 .
↑ "Palexia film coated tablets" . electronic Medicines Compendium . Grunenthal Ltd. 13 November 2013. Archived from the original on 7 April 2014. Retrieved 2 April 2014 .
↑ Mukherjee, Diptadhi; Shukla, Lekhansh; Saha, Priyanka; Mahadevan, Jayant; Kandasamy, Arun; Chand, Prabhat; Benegal, Vivek; Murthy, Pratima (March 2020). "Tapentadol abuse and dependence in India". Asian Journal of Psychiatry (in ଇଂରାଜୀ). 49 : 101978. doi :10.1016/j.ajp.2020.101978 . PMID 32120298 .
↑ "Nucynta Prices, Coupons & Savings Tips - GoodRx" . GoodRx . Archived from the original on 10 March 2021. Retrieved 22 September 2021 .