Monoclonal antibody | |
---|---|
Type | Whole antibody |
Source | Humanized (from mouse) |
Target | IL23 |
Clinical data | |
Trade names | Ilumya, Ilumetri |
Synonyms | Tildrakizumab-asmn |
AHFS/Drugs.com | monograph |
MedlinePlus | a618026 |
data | |
Pregnancy category | |
Routes of administration | Subcutaneous injection |
Legal status | |
Legal status |
|
Chemical and physical data | |
Formula | C6426H9918N1698O2000S46 |
Molar mass | ୧,୪୪,୪୩୬.୬୮ g·mol−1 |
ଟିଲଡ୍ରାକିଜୁମାବ (ଇଂରାଜୀ ଭାଷାରେ Tildrakizumab), ଅନ୍ୟମାନଙ୍କ ମଧ୍ୟରେ ଇଲୁମିଆ ଏକ ବିକ୍ରୟ ନାମ, ହେଉଛି ଏକ ମୋନୋକ୍ଲୋନାଲ ଆଣ୍ଟିବଡି ଯାହା ପ୍ଲେକ୍ ସୋରିଆସିସ ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଯୁକ୍ତରାଜ୍ୟରେ କେବଳ ଗୁରୁତର ରୋଗରେ ଏହା ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି ଯାହାର ଅନ୍ୟ ଚିକିତ୍ସାରେ କିଛି ଉପଶମ ହୋଇନାହିଁ ।[୨] ଚର୍ମ ତଳେ ଇଞ୍ଜେକ୍ସନ ଦେଇ ଏହା ଦିଆଯାଏ | [୩]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ପିଠି ଯନ୍ତ୍ରଣା, ମୁଣ୍ଡବିନ୍ଧା, ସଂକ୍ରମଣ ଏବଂ ଅଇ ହୁଏ ।[୨] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଞ୍ଜିଓଇଡିମା ଏବଂ ଇଞ୍ଜେକସନ ସ୍ଥାନରେ ଯନ୍ତ୍ରଣା ହୋଇପାରେ ।[୧] ଗର୍ଭଧାରଣ ସମୟରେ ଓ ତାହା ପୂର୍ବରୁ ବ୍ୟବହାର କରିବାକୁ ସୁପାରିଶ କରାଯାଏ ନାହିଁ ।[୨] ଏହା ଇଣ୍ଟରଲୁକିନ-23 (ଆଇଏଲ୍ -23) ନାମକ ଏକ ସାଇଟୋକାଇନକୁ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ କରେ | [୧]
୨୦୧୮ ମସିହାରେ ଆମେରିକା ଏବଂ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଟିଲଡ୍ରାକିଜୁମାବ ଅନୁମୋଦିତ ହୋଇଥିଲା ।[୩] [୧] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଏହାର ଏକ ମାତ୍ରା ପିଛା ମୂଲ୍ୟ ୩୨୫୦ ପାଉଣ୍ଡ ଅଟେ ।[୨] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୧୫,୩୦୦ ଡଲାର ଅଟେ ।[୪]
{{cite book}}
: CS1 maint: date format (link)