ଟୁଏନସାଙ୍ଗ | |
---|---|
city | |
Country | ![]() |
State | Nagaland |
Elevation | 1,371 m (4,498 ft) |
Languages | |
Time zone | UTC+5:30 (IST) |
ଯାନବାହାନ ପଞ୍ଚୀକରଣ | NL |
Website | nagaland |
ଟୁଏନସାଙ୍ଗ (Pron:/ˌtjuːənˈsæŋ/) ଭାରତୀୟ ରାଜ୍ୟ ନାଗାଲାଣ୍ଡର ଏକ ସହର ଓ ସେହି ଜିଲ୍ଲାର ମୁଖ୍ୟାଳୟ । ଏହା ନାଗାଲାଣ୍ଡର ବୃହତ୍ତମ ଜିଲ୍ଲା ଓ ଏହା ମିୟାଂମାର ଦେଶର ସୀମାକୁ ଲାଗି ରହିଛି । ଏହି ସହର 1947 ମସିହାରେ ଉତ୍ତର ପୂର୍ବ ସୀମାବର୍ତୀ ଏଜେନ୍ସି ( NEFA)ର ପରିଚାଳନା ନିମନ୍ତେ ସ୍ଥାପନ କରାଯାଇଥିଲା । ଟୁଏନସଙ୍ଗ, ମୋନ ,ଲୋଙ୍ଗଲେଙ୍ଗ , ଓ କିଫିରେ ଏହି ଚାରିଟି ଜିଲ୍ଲାକୁ ପୂର୍ବ ନାଗାଲାଣ୍ଡ କୁହାଯାଏ ।
ପୂର୍ବ ନାଗାଲାଣ୍ଡ ଅଞ୍ଚଳର ସମସ୍ତ 4ଟି ଜିଲ୍ଲା ଆଗରୁ ଟୁଏନସଙ୍ଗ ଥିଲା ।ବ୍ରିଟିଶ ଶାସନ ସମୟରେ ଯଥେଷ୍ଟ ସୁବିଧା ଅଭାବରୁ ଏହି ଅଞ୍ଚଳ ଅଣଶାଶୀତଭାବରେ ରହିଥିଲା ।ତେବେ 1902 ମସିହାରେ ବ୍ରିଟିଶମାନେ ଏହାକୁ ଅଧିନସ୍ଥ କରିଥିଲେ । ଏହାକୁ ଏକ ଆଦିବଶି ଅଞ୍ଚଳ କୁହା ଯାଉଥିଲା । ଏହା ସିଧା ସଳଖ ଭାରତର ଗଭର୍ଣ୍ଣର- ଜେନେରାଲଙ୍କଦ୍ୱାରା ଶାସିତ ହଉଥିଲା ।1948 ମସିହାରେ ସ୍ୱାଧୀନ ଭାରତରେ ଏହା ପାଇଁ ଏକ ସ୍ୱତନ୍ତ୍ର ପ୍ରଶାସନିକ ସର୍କଲ ଗଠିତ ହେଇଥିଲା । [୧]
ଭାରତୀୟ ସମ୍ବିଧାନରେ ଏହି ଅଞ୍ଚଳକୁ " ପାର୍ଟ -B" ନାମରେ କୁହା ଯାଇଥିଲା । ପରେ ଏହା NEFA ଅଞ୍ଚଳରେ ପରିଣତ ହେଲା । 1957 ମସିହାରେ ଏହାକୁ ନାଗା ହିଲ ଜିଲ୍ଲାରେ ମିଶେଇ ଦିଆ ଯାଇଥିଲା ଓ ତାହାର ଶାସନ ପାଇଁ ସ୍ୱତନ୍ତ୍ର ଇଉନିଟ ସ୍ଥାପନ ହେଲା । [୨] ପରେ ଏହାକୁ ପୂର୍ଣ ନାଗାଲ୍ଯାନ୍ଡରେ ପରିଣତ କରାଗଲା ।
ଟୁଏନ୍ସେଙ୍ଗର b 26°17′N 94°50′E / 26.28°N 94.83°E.[୩] ଏହା ସମୁଦ୍ରପତ୍ତାନଠାରୁ 1371 ମିଟର ଉପରେ ରହିଛି ।
2001 ଜନଗଣନା[୪]] ଅନୁସାରେ ଏଠାକାର ଜନସଂଖ୍ୟା 29,654ଥିଲା । ତାହା ମଧ୍ୟରୁ ପୁରୁଷ ସଂଖ୍ୟା56% ଥିବା ବେଳେ ମହିଳା ସଂଖ୍ୟା 44% ଥିଲା । ଏଠାରେ ସାକ୍ଷ୍ୟରତ ହାର71 % ରହିଥିଲା ।ଏହା ଜାତୀୟ ହାରଠାରୁ ଆଡଜିକ । 6 ବର୍ଷରୁ କମ ସଂଖ୍ୟା 13 % ଥିଲା ।
ଏଠାରେ ଜାତୀୟ ରାଜପଥ 155 ରହିଛି । ଏହା ମୋକୋକଚୁଙ୍ଗ ଓ ଜେସସାମୀକୁ ସଂଯୋଗ କରିଥାଏ । .[୫][୬][୭]
{{cite web}}
: Cite has empty unknown parameter: |1=
(help)