![]() | |
![]() | |
Clinical data | |
---|---|
Trade names | Xenazine, Xentra, Nitoman, others |
Synonyms | Ro-1-9569 |
AHFS/Drugs.com | Consumer Drug Information |
Pregnancy category | |
Routes of administration | By mouth (tablets) |
Legal status | |
Legal status | |
Pharmacokinetic data | |
Bioavailability | Low, extensive first pass effect |
Protein binding | 82–85% |
Metabolism | Liver (CYP2D6-mediated) |
Elimination half-life | 10 hours parent compound (2 to 8 hours active metabolites)[୧] |
Excretion | Kidney (~75%) and fecal (7–16%)[୨] |
Identifiers | |
| |
ECHA InfoCard | 100.000.348 |
Chemical and physical data | |
Formula | C19H27NO3 |
Molar mass | ୩୧୭.୪୩ g·mol−1 |
3D model (JSmol) | |
| |
| |
(verify) |
ଟେଟ୍ରାବେନାଜାଇନ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ଜେନାଜାଇନ,ହେଉଛି ଏକ ଔଷଧ ଯାହା ହଣ୍ଟିଙ୍ଗଟନ କୋରିଆ ଏବଂ ଟାର୍ଡିଭ ଡିସକାଇନେସିଆ ସମେତ କେତେକ ଚଳପ୍ରଚଳ ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୩] [୪] ଏହା ପାଟିରେ ଦିଆଯାଏ ।[୪]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନିଦ୍ରାଳୁ ଭାବ, ଅବସାଦ, ବିରକ୍ତି ଭାବ, ଖରାପ ସମନ୍ୱୟ, ଅଇ, ଏବଂ ପତନ ହୋଇପାରେ ।[୩] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଉଚ୍ଚ ପ୍ରୋଲାକ୍ଟିନ୍, ନିମ୍ନ ରକ୍ତଚାପ, କ୍ୟୁଟି ବିସ୍ତାର, ନ୍ୟୁରୋଲେପ୍ଟିକ୍ ମାଲିଗନାଣ୍ଟ ସିଣ୍ଡ୍ରୋମ ଏବଂ ଗିଳିବାରେ ଅସୁବିଧା ହୋଇପାରେ ।[୩] ଏହା ଏକ ଭେସିକୁଲାର ମୋନୋଆମିନ ପରିବହନକାରୀ ୨ ଇନହିବିଟର ।[୩]
୨୦୦୮ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ଟେଟ୍ରାବେନାଜାଇନ ଅନୁମୋଦିତ ହୋଇଥିଲା ।[୩] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[୪] ଯୁକ୍ତରାଜ୍ୟରେ ୨୫ ମିଗ୍ରା ବିଶିଷ୍ଟ ୧୧୨ବଟିକାର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୧୦୦ ପାଉଣ୍ଡ ଥଲା ।[୪] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୂଲ୍ୟ ପ୍ରାୟ ୧,୫୦୦ ଡଲାର ଅଟେ ।[୫]
{{cite book}}
: CS1 maint: date format (link)