Clinical data | |
---|---|
Trade names | Gattex, Revestive, others |
AHFS/Drugs.com | monograph |
data | |
Pregnancy category |
|
Routes of administration | Subcutaneous injection |
Legal status | |
Legal status | |
Pharmacokinetic data | |
Bioavailability | 88% |
Metabolism | Proteolysis |
Elimination half-life | 2 h |
Identifiers | |
| |
Chemical and physical data | |
Formula | C164H252N44O55S |
Molar mass | ୩,୭୫୨.୧୩ g·mol−1 |
3D model (JSmol) | |
| |
| |
(verify) |
ଟେଡୁଗ୍ଲୁଟାଇଡ (ଇଂରାଜୀ ଭାଷାରେ Teduglutide), ଅନ୍ୟମାନଙ୍କ ମଧ୍ୟରେ ଗାଟେକ୍ସ ଏକ ବେପାର ନାମ, ହେଉଛି କ୍ଷୁଦ୍ର ଅନ୍ତନଳୀ ସିଣ୍ଡ୍ରୋମ ପାଇଁ ବ୍ୟବହୃତ ଏକ ଔଷଧ ।[୧] ନିର୍ଦ୍ଦିଷ୍ଟ ଭାବରେ ଏହା ଏପରି ଲୋକମାନଙ୍କ ପାଇଁ ବ୍ୟବହୃତ ହୁଏ ଯେଉଁମାନଙ୍କର ଇଞ୍ଜେକସନ ମାଧ୍ୟମରେ ପୌଷ୍ଟିକ ଆହାର ଆବଶ୍ୟକ କରନ୍ତି ।[୧] ଏହା ଚର୍ମ ତଳେ ଇଞ୍ଜେକସନ ଆକାରରେ ଦିଆଯାଏ ।[୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ପେଟ ଯନ୍ତ୍ରଣା, ଅଇ, ଶରୀରରେ ଅତ୍ୟାଧିକ ତରଳ ପଦାର୍ଥ ହୋଇଯାଏ, ଆଲର୍ଜି ପ୍ରତିକ୍ରିୟା ଏବଂ ମୁଣ୍ଡବିନ୍ଧା ହୋଇପାରେ ।[୧] ଅନ୍ୟାନ୍ୟ ସମ୍ଭାବ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଅର୍ବୁଦ, ଆନ୍ତ୍ରିକ ଅବରୋଧ, ପିତ୍ତାସ୍ମରୀ ରୋଗ ଏବଂ ଅଗ୍ନାଶୟ ରୋଗ ହୋଇପାରେ ।[୧] ଗର୍ଭାବସ୍ଥାରେ ବ୍ୟବହାର କଲେ ସୁରକ୍ଷିତ ହେଉଥିବା ପରି ଜଣାଯାଏ ।[୨] ଏହା ଶରୀରରେ ଥିବା ଗ୍ଲୁକାଗନ ଭଳି ପେପ୍ଟାଇଡ୍-୨ (GLP-2) ସହିତ ଏହା ସମତୁଲ, ଯାହା ଅନ୍ତନଳୀରୁ ପୋଷକ ତତ୍ତ୍ୱ ଗ୍ରହଣ ବୃଦ୍ଧି କରିଥାଏ ।[୩]
୨୦୧୨ ମସିହାରେ ଆମେରିକା ଏବଂ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଟେଡୁଗ୍ଲୁଟାଇଡ ଅନୁମୋଦିତ ହୋଇଥିଲା ।[୧] [୩] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଦୈନିକ ୫ ମିଗ୍ରା ମାତ୍ରା ବ୍ୟବହାର କଲେ ମାସକୁ ପ୍ରାୟ ୧୫,୦୦୦ ପାଉଣ୍ଡ ଖର୍ଚ୍ଚ ହୁଏ ।[୪] ଯୁକ୍ତରାଷ୍ଟ୍ରରେ ଏହି ରାଶି ପିଛା ମାସକୁ ପ୍ରାୟ ୩୬,୦୦୦ ଡଲାର ଖର୍ଚ୍ଚ ହୋଇଥାଏ ।[୫]
{{cite book}}
: CS1 maint: date format (link)