Clinical data | |
---|---|
Pronunciation | /tɛˈstɒstəroʊn/ TEH-STOS-TƏ-rohn[୨] |
Trade names | AndroGel, Testim, TestoGel, others |
Synonyms | Androst-4-en-17β-ol-3-one |
AHFS/Drugs.com | monograph |
MedlinePlus | a619028 |
data |
|
Pregnancy category |
|
Routes of administration | Oral, buccal, sublingual, intranasal, transdermal (gel, cream, patch, solution), vaginal (cream, gel, suppository), rectal (suppository), intramuscular or subcutaneous injection (oil solution, aqueous suspension), subcutaneous implant (pellet) |
Legal status | |
Legal status |
|
Pharmacokinetic data | |
Bioavailability | Oral: very low (due to extensive first pass metabolism) |
Protein binding | 97.0–99.5% (to SHBG and albumin)[୩] |
Metabolism | Liver (mainly reduction and conjugation) |
Elimination half-life | 2–4 hours[ଆଧାର ଲୋଡ଼ା] |
Excretion | Urine (90%), feces (6%) |
Identifiers | |
| |
Chemical and physical data | |
Formula | C19H28O2 |
Molar mass | 288.431 |
3D model (JSmol) | |
Specific rotation | +110.2° |
Melting point | 155 °C (311 °F) |
| |
| |
(verify) |
ଟେଷ୍ଟୋଷ୍ଟେରନ (ଟି) ହେଉଛି ଏକ ଔଷଧ ଯାହା ପ୍ରାକୃତିକ ଭାବରେ ଷ୍ଟେରଏଡ୍ ହରମୋନ୍ ଭାବରେ ଥାଏ | ପୁରୁଷ ହାଇପୋଗୋନାଡିଜ୍ମ, ଲିଙ୍ଗ ଡିସଫୋରିଆ ଓ କେତେକ ପ୍ରକାରର ସ୍ତନ କର୍କଟ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ | [୪] ଏହା ଡୋପିଂ (doping) ଆକାରରେ ଆଥଲେଟିକ ଦକ୍ଷତା ବୃଦ୍ଧି ପାଇଁ ମଧ୍ୟ ବ୍ୟବହୃତ ହୋଇପାରେ | [୪] ବାର୍ଦ୍ଧକ୍ୟରେ ଏହି ସ୍ତର କମ ହେଉଥିବାରୁ ଟେଷ୍ଟୋଷ୍ଟେରନର ବ୍ୟବହାର ଲାଭଦାୟକ କି କ୍ଷତିକାରକ ତାହା ଅସ୍ପଷ୍ଟ। ଟେଷ୍ଟୋସ୍ଟେରନ ବ୍ୟବହାର ଜେଲ ବା ପ୍ୟାଚ ଆକାରରେ ଚର୍ମରେ ଲଗାଯାଏ, ମାଂସପେଶୀରେ ଇଞ୍ଜେକସନ ଆକାରରେ ଓ ପାଟିରେ ବଟିକା ଆକାରରେ ଦିଆଯାଏ । [୪]
ଟେଷ୍ଟୋଷ୍ଟେରନର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବ୍ରଣ, ଫୁଲା, ଏବଂ ସ୍ତନ ବୃଦ୍ଧି ହୋଇପାରେ | [୪] ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟାରେ ଯକୃତ ବିଷାକ୍ତ, ହୃଦ ରୋଗ ଏବଂ ଆଚରଣଗତ ପରିବର୍ତ୍ତନ ହୋଇପାରେ। [୪] ଯେଉଁ ମହିଳା ଏବଂ ଶିଶୁମାନେ ଏହି ଔଷଧ ସଂସ୍ପର୍ଶରେ ଆସନ୍ତି, ସେମାନଙ୍କର ପୁରୁଷତ୍ୱ ବିକାଶ ହୋଇପାରେ । [୪] ପ୍ରୋଷ୍ଟେଟ କର୍କଟ ରୋଗୀମାନେ ଔଷଧ ବ୍ୟବହାର ନକରିବାକୁ ପରାମର୍ଶ ଦିଆଯାଇଛି। [୪] ଗର୍ଭଧାରଣ ସମୟରେ କିମ୍ବା ସ୍ତନ୍ୟପାନ କରାଇବା ସମୟରେ ଏହା ଶିଶୁର କ୍ଷତି କରିପାରେ | [୪] ଆଣ୍ଡ୍ରୋଜେନ ପରିବାରର ଟେଷ୍ଟୋଷ୍ଟେରନ ଏକ ଔଷଧ । [୪]
ଟେଷ୍ଟୋଷ୍ଟେରନ ୧୯୩୫ ମସିହାରେ ବିକଶିତ ହୋଇ ୧୯୩୯ ମସିହାରେ ମେଡିକାଲ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା । [୫] [୬] ଆମେରିକାରେ ୨୦୦୧ରୁ ୨୦୧୧ ମଧ୍ୟରେ ଏହାର ବ୍ୟବହାର ତିନି ଗୁଣ ବୃଦ୍ଧି ପାଇଛି । [୭] ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଜରୁରୀ ଔଷଧ ତାଲିକାରେ ଏହାର ନାମ ଅଛି । [୮] ଏହା ଏକ ଜେନେରିକ ଔଷଧ ଭାବରେ ଉପଲବ୍ଧ | [୪] ଉତ୍ପାଦର ମାତ୍ରା ଏବଂ ରୂପ ଉପରେ ଏହାର ମୂଲ୍ୟ ନିର୍ଭର କରେ | [୯] ୨୯୧୭ ମସିହାରେ ଏହା ଯୁକ୍ତରାଷ୍ଟ୍ରର ୧୩୨ ତମ ସାଧାରଣ ଔଷଧ ଥିଲା ଯାହାର ପାଞ୍ଚ ଲକ୍ଷରୁ ଅଧିକ ପ୍ରେସକ୍ରିପସନ୍ ରହିଥିଲା।
{{cite book}}
: Unknown parameter |name-list-format=
ignored (|name-list-style=
suggested) (help)
{{cite book}}
: Unknown parameter |name-list-format=
ignored (|name-list-style=
suggested) (help)
{{cite journal}}
: CS1 maint: unflagged free DOI (link)
{{cite book}}
: Unknown parameter |name-list-format=
ignored (|name-list-style=
suggested) (help)