ଟୋରେମିଫେନ ( ଇଂରାଜୀ ଭାଷାରେ Toremifene), ଅନ୍ୟମାନଙ୍କ ମଧ୍ୟରେ ଫାରେଷ୍ଟନ୍ ଏକ ବେପାର ନାମ, ହେଉଛି ଏକ ଔଷଧ ଯାହା ମୁଖ୍ୟତଃ ଋତୁବନ୍ଦ ମହିଳାମାନଙ୍କର ଆଗେଇ ଯାଇଥିବା ସ୍ତନ କର୍କଟ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[ ୬] ଏହା ପ୍ରୋଷ୍ଟେଟ କର୍କଟର ପ୍ରତିରୋଧ ପାଇଁ ମଧ୍ୟ ବ୍ୟବହୃତ ହୋଇପାରେ। [ ୬] ଏହା ପାଟିରେ ଦିଆଯାଏ ।[ ୬]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁହଁ ଗରମ ଯୁକ୍ତ ଲାଲ, ଝାଳ ବୋହିବା, ଅଇ, ବାନ୍ତି , ମୁଣ୍ଡ ବୁଲାଇବା, ଯୋନୀ ସ୍ରାବ ହେବା ଏବଂ ଯୋନୀ ରକ୍ତସ୍ରାବ ହୋଇପାରେ ।[ ୬] ଏହା ରକ୍ତ ଜମାଟ ବାନ୍ଧିବା, ଅନିୟମିତ ହୃଦସ୍ପନ୍ଦନ , ମୋତିଆବିନ୍ଦୁ , ଦୃଷ୍ଟିହାନୀ, ଅଧିକ ଯକୃତ ଏନଜାଇମ୍, ଏଣ୍ଡୋମେଟ୍ରିଆଲ୍ ହାଇପରପ୍ଲାସିଆ ଏବଂ ଗର୍ଭାଶୟ ଅନ୍ତଃସ୍ତର କର୍କଟ ରୋଗ ମଧ୍ୟ ସୃଷ୍ଟି କରିପାରେ ।[ ୬] ଅସ୍ଥି ମେଟାଷ୍ଟାସିସ ଥିବା ମହିଳାମାନଙ୍କଠାରେ ଉଚ୍ଚ ରକ୍ତ କ୍ୟାଲସିୟମ୍ ସ୍ତର ହୋଇପାରେ ।[ ୬]
ଏହି ଔଷଧ ହେଉଛି ଏକ ଚୟନକୃତ ଏଷ୍ଟ୍ରୋଜେନ୍ ରିସେପ୍ଟର ମୋଡ୍ୟୁଲେଟର (SERM) ଏବଂ ତେଣୁ ଏହା ଜୈବିକ ଲକ୍ଷଧାରୀ ଏଷ୍ଟ୍ରାଡିଓଲ ଭଳି ଏକ ମିଶ୍ରିତ ଆଗୋନିଷ୍ଟ-ଆଣ୍ଟାଗୋନିଷ୍ଟ ଅଭିଗ୍ରାହକ ।[ ୧] [ ୭] ଏହାର ହାଡ଼ , ଗର୍ଭାଶୟ ଓ ଯକୃତ ଉପରେ ଏଷ୍ଟ୍ରୋଜେନିକ ପ୍ରଭାବ ଏବଂ ସ୍ତନ ଉପରେରେ ଆଣ୍ଟିଏଷ୍ଟ୍ରୋଜେନିକ୍ ପ୍ରଭାବ ରହିଛି ।[ ୮] [ ୯] [ ୧୦] [ ୧] ଏହା ଏକ ଟ୍ରାଇଫିନାଇଲଏଥିଲିନ୍ ବ୍ୟୁତ୍ପନ୍ନ ଏବଂ ଟାମୋକ୍ସିଫେନ୍ ସହିତ ନିବିଡ଼ ସମ୍ପର୍କ ଅଛି ।[ ୧୧]
୧୯୯୬ ମସିହାରେ ୟୁରୋପରେ ଏବଂ ୧୯୯୭ରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ପାଇଁ ଟୋରେମିଫେନ ଅନୁମୋଦିତ ହୋଇଥିଲା ।[ ୧୨] [ ୬] ୧୯୭୮ ମସିହାରେ ଟାମୋକ୍ସିଫେନ୍ ପରଠାରୁ ଏହା ପ୍ରଥମ ଆଣ୍ଟିଏଷ୍ଟ୍ରୋଜେନ୍ ଭାବରେ ପ୍ରବର୍ତ୍ତିତ ହୋଇଥିଲା ।[ ୧୩] ଯୁକ୍ତରାଷ୍ଟ୍ରରେ ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[ ୧୪] ଯୁକ୍ତରାଜ୍ୟରେ ଏକ ମାସର ଔଷଧ ବ୍ୟବହାର ପାଇଁ ପ୍ରାୟ ୩୦ ପାଉଣ୍ଡ ଖର୍ଚ୍ଚ ହୁଏ ।[ ୧୫] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୩୨୫ ଡଲାର ଅଟେ ।[ ୧୬]
↑ ୧.୦ ୧.୧ ୧.୨ Laura Rosenthal; Jacqueline Burchum (17 February 2017). Lehne's Pharmacotherapeutics for Advanced Practice Providers - E-Book . Elsevier Health Sciences. pp. 931–. ISBN 978-0-323-44779-9 . Archived from the original on 29 August 2021. Retrieved 25 May 2021 .
↑ ୨.୦ ୨.୧ ୨.୨ ୨.୩ Vincent T. DeVita Jr.; Theodore S. Lawrence; Steven A. Rosenberg (7 January 2015). DeVita, Hellman, and Rosenberg's Cancer: Principles & Practice of Oncology . Wolters Kluwer Health. pp. 1126–. ISBN 978-1-4698-9455-3 . Archived from the original on 14 April 2020. Retrieved 25 May 2021 .
↑ ୩.୦ ୩.୧ ୩.୨ ୩.୩ Taras TL, Wurz GT, Linares GR, DeGregorio MW (November 2000). "Clinical pharmacokinetics of toremifene". Clin Pharmacokinet . 39 (5): 327–34. doi :10.2165/00003088-200039050-00002 . PMID 11108432 .
↑ Bruce A. Chabner; Dan L. Longo (7 December 2011). Cancer Chemotherapy and Biotherapy: Principles and Practice . Lippincott Williams & Wilkins. pp. 659–. ISBN 978-1-4511-4820-6 . Archived from the original on 20 June 2017. Retrieved 25 May 2021 .
↑ ୫.୦ ୫.୧ "Archive copy" (PDF) . Archived (PDF) from the original on 2021-03-31. Retrieved 2021-05-25 .{{cite web }}
: CS1 maint: archived copy as title (link )
↑ ୬.୦ ୬.୧ ୬.୨ ୬.୩ ୬.୪ ୬.୫ ୬.୬ "Toremifene Monograph for Professionals" . Drugs.com (in ଇଂରାଜୀ). Archived from the original on 20 January 2021. Retrieved 8 October 2021 .
↑ David Schiff; Isabel Arrillaga; Patrick Y. Wen (16 September 2017). Cancer Neurology in Clinical Practice: Neurological Complications of Cancer and its Treatment . Humana Press. pp. 296–. ISBN 978-3-319-57901-6 . Archived from the original on 29 August 2021. Retrieved 25 May 2021 .
↑ William R. Miller; James N. Ingle (8 March 2002). Endocrine Therapy in Breast Cancer . CRC Press. pp. 55–57. ISBN 978-0-203-90983-6 . Archived from the original on 19 February 2020. Retrieved 25 May 2021 .
↑ Monica Morrow; Virgil Craig Jordan (2003). Managing Breast Cancer Risk . PMPH-USA. pp. 192–. ISBN 978-1-55009-260-8 . Archived from the original on 2021-08-29. Retrieved 2021-05-25 .
↑ Selective Estrogen Receptor Modulators—Advances in Research and Application: 2013 Edition: ScholarlyBrief . ScholarlyEditions. 1 May 2013. pp. 51–. ISBN 978-1-4901-0447-8 . Archived from the original on 29 August 2021. Retrieved 25 May 2021 .
↑ Antonio Cano; Joacquim Calaf i Alsina; Jose Luis Duenas-Diez (22 September 2006). Selective Estrogen Receptor Modulators: A New Brand of Multitarget Drugs . Springer Science & Business Media. pp. 52–. ISBN 978-3-540-34742-2 . Archived from the original on 24 June 2021. Retrieved 25 May 2021 .
↑ "Fareston" . Archived from the original on 25 November 2020. Retrieved 8 October 2021 .
↑ Philip J. DiSaia; William T. Creasman; Robert S Mannel; D. Scott McMeekin, David G Mutch (4 February 2017). Clinical Gynecologic Oncology E-Book . Elsevier Health Sciences. pp. 124–. ISBN 978-0-323-44316-6 . Archived from the original on 29 August 2021. Retrieved 25 May 2021 .
↑ "Generic Fareston Availability - Drugs.com" . Drugs.com (in ଆମେରିକୀୟ ଇଂରାଜୀ). Archived from the original on 2017-12-29. Retrieved 2019-04-19 .
↑ BNF (80 ed.). BMJ Group and the Pharmaceutical Press. September 2020 – March 2021. p. 1006. ISBN 978-0-85711-369-6 .{{cite book }}
: CS1 maint: date format (link )
↑ "Toremifene Prices, Coupons & Savings Tips - GoodRx" . GoodRx . Archived from the original on 3 May 2016. Retrieved 8 October 2021 .