ଟୋଲଭାପ୍ଟାନ Trade names Samsca, Jinarc, Jynarque, others Synonyms OPC-41061 AHFS /Drugs.com monograph MedlinePlus a609033 data
Pregnancy category
US : C (Risk not ruled out)
Routes of administration By mouth Legal status
Bioavailability Unknown (40% absorbed) Protein binding 99% Metabolism Liver (CYP3A4 -mediated)[ ୭] Elimination half-life 12 hours (terminal)
N -(4-{[(5R )-7-Chloro-5-hydroxy-2,3,4,5-tetrahydro-1H -1-benzazepin-1-yl]carbonyl}-3-methylphenyl)-2-methylbenzamide
ECHA InfoCard 100.219.212 Formula C 26 H 25 Cl N 2 O 3 Molar mass ୪୪୮.୯୫ g·mol−1 3D model (JSmol )
Cc1ccccc1C(=O)Nc2cc(C)c(cc2)C(=O)N3c4ccc(Cl)cc4[C@H](O)CCC3
InChI=1S/C26H25ClN2O3/c1-16-6-3-4-7-20(16)25(31)28-19-10-11-21(17(2)14-19)26(32)29-13-5-8-24(30)22-15-18(27)9-12-23(22)29/h3-4,6-7,9-12,14-15,24,30H,5,8,13H2,1-2H3,(H,28,31)
Y Key:GYHCTFXIZSNGJT-UHFFFAOYSA-N
Y
ଟୋଲଭାପ୍ଟାନ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ସାମସ୍କା, ହେଉଛି ଏକ ଔଷଧ ଯାହା ହୃଦ୍ପାତ କିମ୍ବା ଅନୁପଯୁକ୍ତ ଆଣ୍ଟିଡାଇୟୁରେଟିକ ହରମୋନ (SIADH) ସିଣ୍ଡ୍ରୋମ କାରଣରୁ କମ୍ ସୋଡିଅମ ରକ୍ତତା ଥିଲେ ତାହାର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[ ୮] ଏହା ଅଟୋସୋମାଲ ଡୋମିନାଣ୍ଟ ପଲିସିଷ୍ଟିକ୍ ବୃକ୍କ ରୋଗ (ADPKD) ପାଇଁ ମଧ୍ୟ ବ୍ୟବହୃତ ହୁଏ ।[ ୯] ଏହା ପାଟିରେ ଦିଆଯାଏ ।[ ୯] ଔଷଧର ପ୍ରଭାବ ୪ ଘଣ୍ଟା ମଧ୍ୟରେ ଆରମ୍ଭ ହୁଏ ।[ ୮]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତୃଷା, ଅଇ, ଏବଂ ସୋଡିଅମର ଦ୍ରୁତ ବୃଦ୍ଧି ହୋଇପାରେ ।[ ୧] ଅନ୍ୟାନ୍ୟ ଜଟିଳତା ମଧ୍ୟରେ ଓସମୋଟିକ ଡିମାୟେଲିନେସନ ସିଣ୍ଡ୍ରୋମ , ଯକୃତ ବିଫଳତା ଏବଂ ହାଇପରକାଲେମିଆ ହୋଇପାରେ ।[ ୮] ଏହା ଏକ ଭାସୋପ୍ରେସିନ୍-୨ ରିସେପ୍ଟର ୨ ଆଣ୍ଟାଗୋନିଷ୍ଟ ଯାହା ପରିସ୍ରା ଉତ୍ପାଦନ ବୃଦ୍ଧି କରି କାର୍ଯ୍ୟକ୍ଷମ ହୁଏ ।[ ୧]
୨୦୦୯ରେ ଆମେରିକା ଏବଂ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଟୋଲଭାପ୍ଟାନ ଅନୁମୋଦିତ ହୋଇଥିଲା ।[ ୧] [ ୮] ୨୦୨୦ରେ ଏହାର ଏକ ଜେନେରିକ୍ ସଂସ୍କରଣ ଅନୁମୋଦିତ ହୋଇଥିଲା, ଯଦିଓ ୨୦୨୧ ସୁଦ୍ଧା ବ୍ୟବସାୟିକ ଭାବରେ ଉପଲବ୍ଧ ନଥିଲା ।[ ୧୦] ଯୁକ୍ତରାଷ୍ଟ୍ରରେ ୩୦ ମିଗ୍ରାର ୧୦ଟି ବଟିକାର ୨୦୨୧ ସୁଦ୍ଧା ମୂଲ୍ୟ ପ୍ରାୟ ୩,୮୦୦ ଡଲାର ଥିଲା ।[ ୧୧] ଯୁକ୍ତରାଜ୍ୟରେ ଏହି ପରିମାଣର ମୂଲ୍ୟ ପ୍ରାୟ ୭୫୦ ପାଉଣ୍ଡ ।[ ୯]
↑ ୧.୦ ୧.୧ ୧.୨ ୧.୩ "Samsca EPAR" . European Medicines Agency (EMA) . Archived from the original on 6 January 2021. Retrieved 14 December 2020 .
↑ "Jinarc EPAR" . European Medicines Agency (EMA) . Archived from the original on 7 January 2021. Retrieved 14 December 2020 .
↑ "Samsca 15 mg tablets - Summary of Product Characteristics (SmPC)" . (emc) . Archived from the original on 24 January 2021. Retrieved 14 December 2020 .
↑ "Jinarc 15 mg tablets - Summary of Product Characteristics (SmPC)" . (emc) . 21 April 2020. Archived from the original on 17 January 2021. Retrieved 14 December 2020 .
↑ "Jynarque- tolvaptan kit Jynarque- tolvaptan tablet" . DailyMed . 31 March 2020. Archived from the original on 19 October 2020. Retrieved 14 December 2020 .
↑ "Samsca- tolvaptan tablet" . DailyMed . 26 October 2020. Archived from the original on 18 January 2021. Retrieved 14 December 2020 .
↑ Shoaf S, Elizari M, Wang Z, et al. (2005). "Tolvaptan administration does not affect steady state amiodarone concentrations in patients with cardiac arrhythmias". J Cardiovasc Pharmacol Ther . 10 (3): 165–71. doi :10.1177/107424840501000304 . PMID 16211205 . S2CID 39158242 .
↑ ୮.୦ ୮.୧ ୮.୨ ୮.୩ "Tolvaptan Monograph for Professionals" . Drugs.com (in ଇଂରାଜୀ). Archived from the original on 17 August 2019. Retrieved 8 October 2021 .
↑ ୯.୦ ୯.୧ ୯.୨ BNF (80 ed.). BMJ Group and the Pharmaceutical Press. September 2020 – March 2021. p. 706. ISBN 978-0-85711-369-6 .{{cite book }}
: CS1 maint: date format (link )
↑ "Drugs@FDA: FDA-Approved Drugs" . U.S. Food and Drug Administration (FDA) . Archived from the original on 20 October 2020. Retrieved 15 August 2020 .
↑ "Tolvaptan Prices, Coupons & Patient Assistance Programs" . Drugs.com (in ଇଂରାଜୀ). Retrieved 8 October 2021 .