![]() | |
Clinical data | |
---|---|
Trade names | Actidil, Myidil With pseudoephedrine: Actifed |
AHFS/Drugs.com | monograph |
Pregnancy category |
|
Routes of administration | By mouth[୧] |
Legal status | |
Legal status |
|
Pharmacokinetic data | |
Bioavailability | 4% oral |
Protein binding | 90% |
Metabolism | Liver (CYP2D6) |
Elimination half-life | 4–6 hours |
Excretion | Kidney |
Identifiers | |
| |
ECHA InfoCard | 100.006.934 |
Chemical and physical data | |
Formula | C19H22N2 |
Molar mass | ୨୭୮.୪0 g·mol−1 |
3D model (JSmol) | |
Melting point | 60 °C (140 °F) |
Solubility in water | 500 mg/mL (20 °C) |
| |
| |
(verify) |
ଟ୍ରାଇପ୍ରୋଲିଡାଇନ, ବେପାର ନାମ ଜାଇମାଇନ, ହେଉଛି ଏକ ଔଷଧ ଯାହା ଆଲର୍ଜି ଏବଂ ସାଧାରଣ ଶର୍ଦ୍ଦିର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଏହା ପାଟିରେ ଦିଆଯାଏ [୧] 2 ବର୍ଷରୁ କମ ବୟସର ପିଲାମାନଙ୍କଠାରେ ବ୍ୟବହାର ସୁପାରିଶ କରାଯାଏ ନାହିଁ ।[୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନିଦ୍ରାଳୁ, ଶୁଖିଲା ପାଟି, ଅଇ, ମୁଣ୍ଡ ବୁଲାଇବା, ଝାପସା ଦୃଷ୍ଟିଶକ୍ତି ଏବଂ ମୂତ୍ର ଧାରଣ ହୋଇପାରେ ।[୧] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ; ଯଦିଓ ସ୍ତନ୍ୟପାନ ସମୟରେ ବ୍ୟବହାର ଠିକ ଥିବା ଜଣାଯାଏ ।[୨] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ନିମ୍ନ ରକ୍ତଚାପ ହୋଇପାରେ ।[୧] ଏହା ପ୍ରଥମ ପିଢ଼ୀର ଆଣ୍ଟିହିସ୍ଟାମିନ ।[୧]
୧୯୪୮ ମସିହାରେ ଟ୍ରାଇପ୍ରୋଲିଡାଇନ ପ୍ୟାଟେଣ୍ଟ ହୋଇଥିଲା ଏବଂ ୧୯୫୩ରେ ଡାକ୍ତରୀ ବ୍ୟବହାର କରାଯାଇଥିଲା ।[୩] ଏହା ଏକ ଜେନେରିକ ଔଷଧ ଏବଂ ବିନା ପ୍ରେସକ୍ରିପସନରେ ଉପଲବ୍ଧ ।[୪] [୫] ଯୁକ୍ତରାଷ୍ଟ୍ରରେ ୩୦ ମିଲିର ମୂଲ୍ୟ ପ୍ରାୟ ୨୦ ଡଲାରରୁ କମ୍ ଅଟେ ।[୪] ଏହା ସୁଡୋଏଫେଡ୍ରିନ ଭଳି ଅନ୍ୟ ଔଷଧମାନଙ୍କ ସହିତ ମିଶି ବିକ୍ରି ହୋଇପାରେ ।[୧]