![]() | |
Clinical data | |
---|---|
Trade names | Aklief |
Synonyms | CD5789 |
AHFS/Drugs.com | monograph |
MedlinePlus | a620004 |
data |
|
Pregnancy category | |
Routes of administration | Topical |
Legal status | |
Legal status | |
Identifiers | |
| |
ECHA InfoCard | 100.278.901 |
Chemical and physical data | |
Formula | C29H33NO4 |
Molar mass | ୪୫୯.୫୯ g·mol−1 |
3D model (JSmol) | |
| |
|
ଟ୍ରାଇଫାରୋଟିନ, (ଇଂରାଜୀ ଭାଷାରେ Trifarotene), ଆକ୍ଲିଫ୍ ଏହାର ବେପାର ନାମ, ହେଉଛି ବ୍ରଣ ପାଇଁ ବ୍ୟବହୃତ ଏକ ଔଷଧ ।[୪] ଏହା ଚର୍ମରେ ମଲମ ଭାବରେ ପ୍ରୟୋଗ କରାଯାଏ ।[୪] ଚର୍ମର ଉତ୍ତେଜନାକୁ ରୋକିବାରେ ମଏଶ୍ଚରାଇଜର ବା ଓଦା କରିବା ସାମଗ୍ରୀ ମଧ୍ୟ ବ୍ୟବହୃତ ହୋଇପାରେ ।[୪]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଗଲୁ, ଉତ୍ତେଜନା ଏବଂ ସହଜ ଆତପଦାହ ହୋଇପାରେ ।[୪] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୫] ଏହା ଏକ ରେଟିନଏଡ୍; ବିଶେଷ ଭାବରେ ଏକ ଚତୁର୍ଥ ପିଢ଼ୀର ସିଲେକ୍ଟିଭ୍ ରେଟିନୋଇକ ଏସିଡ ରିସେପ୍ଟର ଗାମା (RAR-γ) ଆଗୋନିଷ୍ଟ ।[୪] [୬]
୨୦୧୯ ମସିହାରେ ଆମେରିକା, କାନାଡ଼ା ଏବଂ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଟ୍ରାଇଫାରୋଟିନ ଅନୁମୋଦିତ ହୋଇଥିଲା ।[୪] [୫] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ୪୫ ଗ୍ରାମ ଔଷଧ ନଳୀର (tube) ମୂଲ୍ୟ ପ୍ରାୟ ୫୭୫ ଡଲାର ଥିଲା ।[୭]
{{cite web}}
: CS1 maint: archived copy as title (link)