![]() (1S,2R)-(−)-tranylcypromine (top), (1R,2S)-(+)-tranylcypromine (bottom) | |
Clinical data | |
---|---|
Trade names | Parnate, others[୧] |
Synonyms | trans-2-phenylcyclopropylamine |
AHFS/Drugs.com | monograph |
MedlinePlus | a682088 |
Pregnancy category | |
Routes of administration | By mouth |
Legal status | |
Legal status | |
Pharmacokinetic data | |
Bioavailability | 50%[୪] |
Metabolism | Liver[୨][୩] |
Onset of action | Up to 3 weeks[୫] |
Elimination half-life | 2.5 hours[୪] |
Excretion | Urine, feces[୪] |
Identifiers | |
| |
ECHA InfoCard | 100.005.312 |
Chemical and physical data | |
Formula | C9H11N |
Molar mass | ୧୩୩.୧୯ g·mol−1 |
3D model (JSmol) | |
| |
| |
(verify) |
ସ
ଟ୍ରାନାଇଲସାଇପ୍ରୋମାଇନ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ପାର୍ନେଟ, ହେଉଛି ପ୍ରମୁଖ ଅବସାଦ ବେମାରୀ ପାଇଁ ବ୍ୟବହୃତ ଏକ ଔଷଧ।[୫] କିନ୍ତୁ ଏହା ପ୍ରଥମ ଧାଡିର ଚିକିତ୍ସା ଭାବରେ ବ୍ୟବହୃତ ହୁଏ ନାହିଁ ।[୫] ଏହା ପାଟିରେ ଦିଆଯାଏ । [୫] ଔଷଧର ପ୍ରଭାବ ଆରମ୍ଭ ହେବା ନିମନ୍ତେ ୩ ସପ୍ତାହ ପର୍ଯ୍ୟନ୍ତ ଆବଶ୍ୟକ ହୋଇପାରେ ।[୫]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଶୋଇବା ସମସ୍ୟା, ଅଇ, ଶୁଖିଲା ପାଟି, ଦୃତ ହୃତ୍ସ୍ପନ୍ଦନ ଏବଂ ଯୌନ ଅସୁବିଧା ହୋଇପାରେ ।[୫] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଉଚ୍ଚ ରକ୍ତଚାପ, ମାନିଆ, ସେରୋଟୋନିନ୍ ସିଣ୍ଡ୍ରୋମ ଏବଂ ୨୫ ବର୍ଷରୁ କମ୍ ବୟସରେ ଆତ୍ମହତ୍ୟା ହେବାର ଆଶଙ୍କା ରହିପାରେ।[୫] ଏହା ଏକ ମୋନୋଆମିନ ଅକ୍ସିଡେଜ ଇନହିବିଟର ଯାହା ସେରୋଟୋନିନ ଏବଂ ନରେପିନେଫ୍ରିନ ସ୍ତର ବୃଦ୍ଧି କରି କାର୍ଯ୍ୟକ୍ଷମ ହୁଏ ।[୫]
୧୯୬୧ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ଟ୍ରାନାଇଲସାଇପ୍ରୋମାଇନ ଅନୁମୋଦିତ ହୋଇଥିଲା ।[୫] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[୬] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ୧୦ ମିଗ୍ରା ବିଶିଷ୍ଟ ଏକ ମାସ ପାଇଁ ଔଷଧ ମୂଲ୍ୟ ୩୭୦ପାଉଣ୍ଡ ଅଟେ ।[୬] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୨୨ ଡଲାର ଅଟେ । [୭]
{{cite book}}
: CS1 maint: date format (link)