Monoclonal antibody | |
---|---|
Type | Whole antibody |
Source | Humanized (from mouse) |
Clinical data | |
Trade names | Kadcyla |
Synonyms | Ado-trastuzumab emtansine, trastuzumab-DM1, T-DM1 |
AHFS/Drugs.com | monograph |
MedlinePlus | a613031 |
data |
|
Pregnancy category | |
Routes of administration | Intravenous infusion |
Legal status | |
Legal status | |
Pharmacokinetic data | |
Bioavailability | N/A |
Protein binding | 93% (in vitro) |
Metabolism | Liver (CYP3A4/3A5-mediated) |
Elimination half-life | 4 days |
Chemical and physical data | |
Formula | C6448H9948N1720O2012S44·(C47H62ClN4O13S)n |
Molar mass | 148.5 kg/mol |
(verify) |
ଟ୍ରାଷ୍ଟୁଜୁମାବ ଏମଟାନସାଇନ, ଏକ ବାଣିଜ୍ୟ ନାମ କାଡସିଲା, ହେଉଛି ସ୍ତନ କର୍କଟ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ ।[୩] ନିର୍ଦ୍ଦିଷ୍ଟ ଭାବରେ ଏହା ଏଚଇଆର୨ (HER2) ଯୁକ୍ତାତ୍ମକ ପାଇଁ ବ୍ୟବହୃତ ହୁଏ ଯାହା ଅନ୍ୟାନ୍ୟ ଔଷଧ ସହିତ ଚିକିତ୍ସା କରାଯାଇସାରିଛି ।[୨] ଏହା ୨୫ ମାସରୁ ୩୧ ମାସ ପର୍ଯ୍ୟନ୍ତ ସାମଗ୍ରିକ ବଞ୍ଚିବାରେ ଉନ୍ନତି କରିଥିଲା | [୩] ଏହା ଏକ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ ।[୨]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଥକ୍କା, ଅଇ, ଯକୃତ ସମସ୍ୟା, ରକ୍ତସ୍ରାବ, ମାଂସପେଶୀ ଯନ୍ତ୍ରଣା ଏବଂ କୋଷ୍ଠକାଠିନ୍ୟ ହୋଇପାରେ ।[୨] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଫୁସଫୁସ ସମସ୍ୟା, ଇନଫ୍ୟୁଜନ୍ ପ୍ରତିକ୍ରିୟା ଏବଂ ସ୍ନାୟୁଗତ ସମସ୍ୟା ହୋଇପାରେ ।[୨] ଗର୍ଭାବସ୍ଥାରେ ବ୍ୟବହାର ଶିଶୁର କ୍ଷତି କରିପାରେ [୪] ଏହା ଏକ ଆଣ୍ଟିବଡି-ଡ୍ରଗ୍ କଞ୍ଜୁଗେଟ୍ ।[୫] ଏଥିରେ ମୋନୋକ୍ଲୋନାଲ ଆଣ୍ଟିବଡି ଟ୍ରାଷ୍ଟୁଜୁମାବ ରହିଥାଏ ଯାହା ସାଇଟୋଟକ୍ସିକ୍ ଏଜେଣ୍ଟ ଡିଏମ୧
(DM1) ସହିତ ସଂଯୁକ୍ତ HER2 ସହିତ ଅନୁବନ୍ଧିତ ହୋଇଥାଏ ।[୩]
୨୦୧୩ ମସିହାରେ ଆମେରିକା ଏବଂ ୟୁରୋପରେ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା ।[୬] ଆଜଣେ ୭୦ କିଗ୍ରା ଓଜନର ଲୋକପାଇଁ ୯,୪୦୦ ଡଲାର ଖର୍ଚ୍ଚ ହୁଏ।[୭]