Clinical data | |
---|---|
Trade names | Decapeptyl, Gonapeptyl, Triptodur, others |
AHFS/Drugs.com | monograph |
Pregnancy category |
|
Routes of administration | IM |
Legal status | |
Legal status |
|
Pharmacokinetic data | |
Excretion | Kidney |
Identifiers | |
| |
ECHA InfoCard | 100.165.044 |
Chemical and physical data | |
Formula | C64H82N18O13 |
Molar mass | ୧,୩୧୧.୪୭ g·mol−1 |
3D model (JSmol) | |
| |
| |
(verify) |
ଟ୍ରିପଟୋରେଲିନ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ଡିସପେପ୍ଟାଇଲ, ହେଉଛି ଏକ ଔଷଧ ଯାହା ଏଣ୍ଡୋମେଟ୍ରିଓସିସ୍, ଫାଇବ୍ରଏଡ୍, ପ୍ରୋସ୍ଟେଟ କର୍କଟ, ଅବଧି ପୂର୍ବ ଯୌବନାବସ୍ଥା ଏବଂ ଗୁରୁତର ଯୌନ ବିଘ୍ନ ସହିତ ପୁରୁଷ ଅତ୍ୟଧିକ ଯୌନ ଆକାଂଖ୍ୟା ପାଇଁ ବ୍ୟବହୃତ ହୁଏ ।[୧] [୨] ଲିଙ୍ଗ ଡିସଫୋରିଆ ରୋଗୀଙ୍କ କ୍ଷେତ୍ରରେ ଏହା ଯୌବନାବସ୍ଥାକୁ ବିଳମ୍ବ କରିବାରେ ବ୍ୟବହୃତ ହୋଇଛି ।[୩] ଏହା ମାଂସପେଶୀରେ ଇଞ୍ଜେକ୍ସନ ଅକାରରେ ଦିଆଯାଏ ।[୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଫ୍ଲସ, ଯୌନ ଅସୁବିଧା, ଇଞ୍ଜେକ୍ସନ୍ ସ୍ଥାନରେ ଯନ୍ତ୍ରଣା ଏବଂ ଉଚ୍ଚ ରକ୍ତ ଶର୍କରା ହୋଇପାରେ ।[୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ପିଟୁଇଟାରି ଆପୋଲେକ୍ସି, ବିରକ୍ତିକରତା, ରକ୍ତ ଜମାଟ ବାନ୍ଧିବା ଏବଂ ଆନାଫାଇଲକ୍ସିସ ଅନ୍ତର୍ଭୁକ୍ତ ହୋଇପାରେ। [୧] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୧] ଏହା ଏକ ଗୋନାଡୋଟ୍ରୋପିନ୍-ରିଲିଜିଙ୍ଗ ହରମୋନ ଯାହା ଆଣ୍ଡ୍ରୋଜେନ୍ ଏବଂ ଇଷ୍ଟ୍ରୋଜେନ୍ ଉତ୍ପାଦନକୁ ହ୍ରାସ କରିଥାଏ ।[୨]
୧୯୭୫ ମସିହାରେ ଟ୍ରିପଟୋରେଲିନ ପ୍ୟାଟେଣ୍ଟ୍ ହୋଇଥିଲା ଏବଂ ୧୯୮୬ରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା ।[୪] ଯୁକ୍ତରାଜ୍ୟରେ ୨୦୨୧ ୩.୭୫ ମିଗ୍ରା ଔଷଧର ମୂଲ୍ୟ ୮୨ ପାଉଣ୍ଡ ଥିଲା ।[୨] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୮୬୦ ଡଲାର ଅଟେ ।[୫]
{{cite book}}
: CS1 maint: date format (link)