ଟ୍ରୋପିସେଟ୍ରନ Trade names Navoban, Setrovel, others Synonyms ICS 205-930 AHFS /Drugs.com International Drug Names Pregnancy category Routes of administration By mouth, IV Legal status
AU : S4 (Prescription only)
UK : POM (Prescription only)
US : Not available or approved
Bioavailability ~60–80% Protein binding 71% Metabolism Liver (CYP3A4 , CYP1A2 , CYP2D6 )Elimination half-life 6–8 hours Excretion Kidney , Fecal
(1R ,5S )-8-methyl-8-azabicyclo[3.2.1]octan-3-yl 1methyl -indole-3-carboxylate
Formula C 17 H 20 N 2 O 2 Molar mass ୨୮୪.୩୬ g·mol−1 3D model (JSmol )
CN4[C@@H]1CC[C@H]4C[C@H](C1)OC(=O)c3c[nH]c2ccccc23
InChI=1S/C17H20N2O2/c1-19-11-6-7-12(19)9-13(8-11)21-17(20)15-10-18-16-5-3-2-4-14(15)16/h2-5,10-13,18H,6-9H2,1H3/t11-,12+,13+
Y Key:ZNRGQMMCGHDTEI-ITGUQSILSA-N
Y
ଟ୍ରୋପିସେଟ୍ରନ (ଇଂରାଜୀ ଭାଷାରେ Tropisetron ) ଅନ୍ୟମାନଙ୍କ ମଧ୍ୟରେ ଏକ ବିକ୍ରୟ ନାମ ନାଭୋବାନ, ହେଉଛି ଏକ ଔଷଧ ଯାହା ମୁଖ୍ୟତଃ କେମୋଥେରାପି ପ୍ରରୋଚିତ ଅଇ ଏବଂ ବାନ୍ତି ପାଇଁ ବ୍ୟବହୃତ ହୁଏ ।[ ୧] ଅଧିକ ପ୍ରଭାବ ପାଇଁ ଏହା ସହିତ ଡେକ୍ସାମେଥାଜୋନ ବ୍ୟବହୃତ ହୋଇପାରେ ।[ ୧] ଉପକାରଗୁଡ଼ିକ ଅନଡାନସେଟ୍ରନ୍ ସହିତ ସମାନ ଅଟେ ।[ ୧] ଏହାକୁ ପାଟିରେ କିମ୍ବା ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଇପାରେ ।[ ୧]
ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା , ଶୁଖିଲା ପାଟି ଏବଂ ମୁଣ୍ଡବିନ୍ଧା ହୋଇପାରେ ।[ ୨] [ ୩] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି ପ୍ରତିକ୍ରିୟା ହୋଇପାରେ ।[ ୩] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ ।[ ୪] ଏହା ଏକ ୫-ଏଚଟି<sub id="mwJw">୩</sub> (5-HT <sub id="mwJw">3</sub> ) ରିସେପ୍ଟର ବିରୋଧୀ ଅଟେ ।[ ୧]
ଟ୍ରୋପିସେଟ୍ରନ ୧୯୮୨ ମସିହାରେ ପେଟେଣ୍ଟ ହୋଇଥିଲା ଏବଂ ୧୯୯୨ରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା ।[ ୫] ଓଣ୍ଡାନସେଟ୍ରନର ବିକଳ୍ପ ଭାବରେ ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜରୁରୀ ଔଷଧ ତାଲିକାରେ ଲିପିବଦ୍ଧ ଅଛି ।[ ୬] ଏହା ୟୁରୋପରେ ଉପଲବ୍ଧ କିନ୍ତୁ ଆମେରିକାରେ ନୁହେଁ। [ ୭] [ ୮]
↑ ୧.୦ ୧.୧ ୧.୨ ୧.୩ ୧.୪ Simpson, K; Spencer, CM; McClellan, KJ (June 2000). "Tropisetron: an update of its use in the prevention of chemotherapy-induced nausea and vomiting". Drugs . 59 (6): 1297–315. doi :10.2165/00003495-200059060-00008 . PMID 10882164 .
↑ Aronson, Jeffrey K. (11 April 2014). Meyler's Side Effects of Drugs 15E: The International Encyclopedia of Adverse Drug Reactions and Interactions (in ଇଂରାଜୀ). Newnes. p. 1366. ISBN 978-0-444-51005-1 . Archived from the original on 10 September 2023. Retrieved 9 September 2023 .
↑ ୩.୦ ୩.୧ "Tropisetron Hydrochloride" . web.archive.org . MedSafe. 28 September 2007. Archived from the original on 28 September 2007. Retrieved 9 September 2023 .{{cite web }}
: CS1 maint: bot: original URL status unknown (link )
↑ "TROPISETRON-AFT" . NPS MedicineWise (in ଇଂରାଜୀ). 3 August 2015. Archived from the original on 5 November 2022. Retrieved 9 September 2023 .
↑ Fischer J, Ganellin CR (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 448. ISBN 9783527607495 . Archived from the original on 2023-01-12. Retrieved 2022-05-29 .
↑ World Health Organization (2021). World Health Organization model list of essential medicines: 22nd list (2021) . Geneva: World Health Organization. hdl :10665/345533 . WHO/MHP/HPS/EML/2021.02.
↑ Lemke, Thomas L.; Williams, David A. (24 January 2012). "Foye's Principles of Medicinal Chemistry" (in ଇଂରାଜୀ). Lippincott Williams & Wilkins. Archived from the original on 10 September 2023. Retrieved 9 September 2023 .
↑ Feldman, Liane S.; Delaney, Conor P.; Ljungqvist, Olle; Carli, Francesco (31 August 2015). "The SAGES / ERAS® Society Manual of Enhanced Recovery Programs for Gastrointestinal Surgery" (in ଇଂରାଜୀ). Springer. Archived from the original on 10 September 2023. Retrieved 9 September 2023 .