Clinical data | |
---|---|
Trade names | Dyclone, Sucrets, others[୧] |
Synonyms | Dyclonine hydrochloride |
AHFS/Drugs.com | monograph |
Pregnancy category |
|
Routes of administration | Lozenge |
Legal status | |
Legal status |
|
Identifiers | |
| |
Chemical and physical data | |
Formula | C18H27NO2 |
Molar mass | ୨୮୯.୪୨ g·mol−1 |
3D model (JSmol) | |
| |
| |
(verify) |
ଡାଇକ୍ଲୋନାଇନ, ଯାହାକୁ ଡାଇକ୍ଲୋକେନ ମଧ୍ୟ କୁହାଯାଏ, ଏହା ଏକ ସ୍ଥାନୀୟ ନିଶ୍ଚେତକ ଯାହା ଗଳା କିମ୍ବା ପାଟି ଯନ୍ତ୍ରଣା ପାଇଁ ବ୍ୟବହୃତ ହୁଏ ।[୨] ଏହା କାଶ ବୁନ୍ଦା ଭାବରେ ମଧ୍ୟ ଉପଲବ୍ଧ ।[୨] ପ୍ରଭାବ ୧୦ ମିନିଟ୍ ମଧ୍ୟରେ ଆରମ୍ଭ ହୋଇ ୩୦ ମିନିଟ ପର୍ଯ୍ୟନ୍ତ ରହିପାରେ ।[୨]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଦଂଶନ ଅନୁଭବ ହୋଇପାରେ ।[୨] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି ଏବଂ ବିଚଳିତ ହୋଇପାରେ ।[୨] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ ।[୩] ଏହା ଏକ ଇଏଷ୍ଟର୍ କିମ୍ବା ଆମାଇଡ଼ ନୁହେଁ ।[୩]
ଅତି କମ୍ରେ ୧୯୫୦ ଦଶକ ମଧ୍ୟରେ ଡାଇକ୍ଲୋନାଇନ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ହୋଇଥିଲା ।[୪] ଏହା ଅନ୍ୟମାନଙ୍କ ମଧ୍ୟରେ ସୁକ୍ରେଟ ନାମରେ ଏହା ଦୋକାନରେ ଉପଲବ୍ଧ ହୁଏ ।[୨]