ଡାକୋର
ડાકોર | |
---|---|
ସହର | |
ଦେଶ | ![]() |
ରାଜ୍ୟ | ଗୁଜରାଟ |
ଜିଲ୍ଲା | ଖେଡ଼ା |
Elevation | 49 m (161 ft) |
Population (2001) | |
• Total | ୨୩,୭୮୪ |
ଭାଷା | |
• ସରକାରୀ | ଗୁଜରାଟି, ହିନ୍ଦୀ |
Time zone | UTC+5:30 (IST) |
Website | www |
ଡାକୋର, ରଣଛୋଡ଼ରାୟଙ୍କ ମନ୍ଦିର ପାଇଁ ପ୍ରସିଦ୍ଧ । ଏହା ଗୁଜରାଟ ରାଜ୍ୟର ଖେଡ଼ା ଜିଲ୍ଲାର ଠାସରା ଉପଖଣ୍ଡରେ ଏବଂ ଗୌମତୀ ନଦୀ କୂଳରେ ଅବସ୍ତିତ । ଏହା ବରୋଦାଠାରୁ ୪୫କି.ମି ଦୂର ଅଟେ ।