ଡିମସ | |
---|---|
Native to | ଭାରତ |
ଅଞ୍ଚଳ | ଆସାମ, ନାଗାଲାଣ୍ଡ |
ମାତୃଭାଷୀ | [୧] |
ସିନୋ-ତିବ୍ୱତୀୟ
| |
ଭାଷା କୋଡ୍ | |
ISO ୬୩୯-୩ | dis |
ଗ୍ଲୋଟୋଲୋଗ | dima1251 |
ELP | Dimasa |
ଡିମସ ଭାଷା ଉତ୍ତର-ପୂର୍ବ ଭାରତର ଆସାମ ଓ ନାଗାଲାଣ୍ଡରେ ଡିମସ ଲୋକଙ୍କଦ୍ୱାରା କଥିତ ଏକ ସିନୋ-ତିବ୍ୱତୀୟ ଭାଷା । ସ୍ଥାନୀୟ ଲୋକଙ୍କଦ୍ୱାରା ଏହା "ଗ୍ରାଓ-ଡିମା" ନାମରେ ଜଣା । ଡିମସ ଭାଷା ଟୁଇପ୍ରାସ (ତ୍ରିପୁରୀ) ଭାଷାମାନଙ୍କ ପାଖାପାଖି ।
ଡିମସ ଭାଷା ଉତ୍ତର-ପୂର୍ବ ଭାରତରେ୦୦୦୦୦ (ବିଶେଷ କରି ଆସାମ) କଥିତ ସର୍ବ-ପୁରାତନ ଭାଷାମାନଙ୍କ ଭିତରୁ ଗୋଟିଏ ।
ଡିମସ ଶବ୍ଦର ଆକ୍ଷରିକ ଅର୍ଥ "ବଡ଼ ନଦୀ-ପୁଅ" ("ଡି"ର ଅର୍ଥ ପାଣି, "ମା" ବିଶାଳ ପାଇଁ ଉପସର୍ଗ, "ସ"ର ଅର୍ଥ ପୁଅଗଣ)। ବଡ଼ ନଦୀ ବ୍ରହ୍ମପୁତ୍ରକୁ ବୁଝାଏ ।
ଡିମସ ଭାଷାର ସରକାରୀ ଲିପି ନଥିଲେ [୨] ମଧ୍ୟ ଏହା ସାଧାରଣତଃ ମିଥିଳାକ୍ଷରରେ ଲିଖିତ ହୋଇଥାଏ ।[୩]