Clinical data | |
---|---|
Trade names | Firmagon, others |
Synonyms | FE-200486 |
AHFS/Drugs.com | monograph |
MedlinePlus | a609022 |
data | |
Pregnancy category | |
Routes of administration | Subcutaneous injection |
Legal status | |
Legal status | |
Pharmacokinetic data | |
Bioavailability | 30–40% |
Protein binding | ~90% |
Metabolism | Subject to common peptidic degradation during passage through the hepato-biliary system; not a substrate for the human CYP450 system |
Elimination half-life | 23–61 days |
Excretion | Feces: 70–80% Urine: 20–30% |
Identifiers | |
ECHA InfoCard | 100.234.843 |
Chemical and physical data | |
Formula | C82H103ClN18O16 |
Molar mass | ୧,୬୩୨.୨୯ g·mol−1 |
3D model (JSmol) | |
| |
| |
(verify) |
ଡେଗାରେଲିକ୍ସ, ଅନ୍ୟମାନଙ୍କ ମଧ୍ୟରେ ଫିରମାଗନ୍ ଏହାର ଏକ ବେପାର ନାମ, ହେଉଛି ପ୍ରୋସ୍ଟେଟ କର୍କଟ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ ।[୩] [୪] ନିର୍ଦ୍ଦିଷ୍ଟ ଭାବରେ ଏହା ହରମୋନ୍ ନିର୍ଭରଶୀଳ ଅଗ୍ରଗାମୀ ରୋଗ ପାଇଁ ବ୍ୟବହୃତ ହୁଏ ।[୫] ଚର୍ମ ତଳେ ଇଞ୍ଜେକସନ ଆକାରରେ ଏହା ଦିଆଯାଏ ।[୫]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଇଞ୍ଜେକସନ ଦିଆଯାଇଥିବା ସ୍ଥାନରେ ଯନ୍ତ୍ରଣା, ଉଷୁମ ଲାଲ ମୁହଁ ଏବଂ ଯକୃତ ସମସ୍ୟା ହୋଇପାରେ ।[୩] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲକ୍ସିସ, କ୍ୟୁଟି ବିସ୍ତାର, ଏବଂ ବନ୍ଧ୍ୟାକରଣହୋଇପାରେ ।[୩] ଗର୍ଭାବସ୍ଥାରେ ବ୍ୟବହାର ଶିଶୁର କ୍ଷତି କରିପାରେ ।[୩] ଏହା ଏକ ଜିଏନଆରଏଚ (GnRH) ରିସେପ୍ଟର ବିରୋଧୀ ଏବଂ ଶରୀରରେ ଟେଷ୍ଟୋଷ୍ଟେରନ୍ ପରିମାଣ ହ୍ରାସ କରି କାର୍ଯ୍ୟକ୍ଷମ ହୁଏ ।।[୩] [୬]
୨୦୦୮ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୦୯ରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଡେଗାରେଲିକ୍ସ ଅନୁମୋଦିତ ହୋଇଥିଲା ।[୪] [୬]ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଏହାର ୮୦ ମିଗ୍ରାର ମୂଲ୍ୟ ପ୍ରୟ ୧୩୦ ପାଉଣ୍ଡ ଥିଲା ।[୫] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୫୨୦ ଡଲାର ଅଟେ ।[୭]