Clinical data | |
---|---|
Trade names | Desonate, DesOwen, Verdeso, others[୧] |
Synonyms | Prednacinolone; Hydroxyprednisolone acetonide; Desfluorotriamcinolone acetonide; (11β,16α)-11,21-Dihydroxy-16,17-[(1-methylethylidene)bis(oxy)]-pregna-1,4-diene-3,20-dione |
AHFS/Drugs.com | monograph |
MedlinePlus | a605025 |
Pregnancy category |
|
Routes of administration | Topical |
Legal status | |
Legal status |
|
Identifiers | |
| |
ECHA InfoCard | 100.010.320 |
Chemical and physical data | |
Formula | C24H32O6 |
Molar mass | ୪୧୬.୫୧ g·mol−1 |
3D model (JSmol) | |
| |
| |
(verify) |
ଡେସୋନାଇଡ ହେଉଛି ଏକ ଷ୍ଟେରଏଡ୍ ମଲମ ବା କ୍ରିମ୍ ଯାହା ଏକଜିମା, ସେବୋରିକ ଡର୍ମାଟାଇଟିସ, କଣ୍ଟାକ୍ଟ ଡର୍ମାଟାଇଟିସ୍ ଏବଂ ସୋରିଆସିସ ରୋଗମାନଙ୍କାର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଏହା ଏକ କ୍ରିମ୍, ମଲମ, ଲୋସନ ଏବଂ ଫୋମ୍ ଭଳି ଉପଲବ୍ଧ ହୁଏ ।[୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଜ୍ୱାଳା, ଫଲିକୁଲାଇଟିସ, ବ୍ରଣ ଏବଂ ଚର୍ମ ପତଳା ହୋଇପାରେ ।[୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ କୁସିଙ୍ଗ ସିଣ୍ଡ୍ରୋମ ଏବଂ ଉଚ୍ଚ ରକ୍ତ ଶର୍କରା ହୋଇପାରେ ।[୧] ଅଧିକାଂଶ ପାର୍ଶ୍ୱ ପ୍ରତିକ୍ରିୟା ସାମାନ୍ୟ ଧରଣର ହୁଏ ।[୨] ଏହାର ନିମ୍ନରୁ ମଧ୍ୟମ ଧରଣର କ୍ଷମତା ଅଛି ଏବଂ ଯୁକ୍ତରାଷ୍ଟ୍ରରେ ଗ୍ରୁପ ୬ କର୍ଟିକିଷ୍ଟିରଏଡ ଭାବରେ ଶ୍ରେଣୀଭୁକ୍ତ ହୋଇଛି ।[୧] [୩]
୧୯୭୨ରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ ଡେସୋନାଇଡ ଅନୁମୋଦିତ ହୋଇଥିଲା ।[୧] ଏହା ବିଭିନ୍ନ ବେପାର ନାମରେ ଗୋଟିଏ ଜେନେରିକ୍ ଔଷଧ ଭାବରେ ଉପଲବ୍ଧ ।[୪] [୧] ୨୦୨୧ ସୁଦ୍ଧା ୦.୦୫%ର ୧୫ଗ୍ରାମ ଟ୍ୟୁବରେ ଯୁକ୍ତରାଷ୍ଟ୍ରରେ ମିଳେ ।[୪]