ଡୋନାଲ ବିଷ୍ଟ | |
---|---|
![]() ୨୦୨୩ରେ ଡୋନାଲ ବିଷ୍ଟ | |
ଜନ୍ମ | [୧] ଅଲୱର, ରାଜସ୍ଥାନ | ୨୭ ଅଗଷ୍ଟ ୧୯୯୪
ବୃତ୍ତିସମୂହ |
|
ସକ୍ରିୟ ବର୍ଷ | ୨୦୧୫–ଏବେଯାଏଁ |
ପ୍ରସିଦ୍ଧି | ରୂପ୍ - ମର୍ଦ କା ନୟା ସ୍ୱରୂପ ବିଗ୍ ବସ୍ ୧୫ |
ଡୋନାଲ ବିଷ୍ଟ (ଜନ୍ମ: ୨୭ ଅଗଷ୍ଟ ୧୯୯୪) ଜଣେ ବାହରତୀୟ ଅଭିନେତ୍ରୀ ଓ ମଡେଲ୍ । ସେ ମୁଖ୍ୟତଃ ହିନ୍ଦୀ ଦୂରଦର୍ଶନ ଧାରାବାହିକରେ କାମ କରନ୍ତି । ସେ ସୋନି ଟିଭିରେ ପ୍ରସାରିତ ଧାରାବାହିକ ଏକ୍ ଦିୱାନା ଥାରେ ଶରଣ୍ୟା ବିଷ୍ଟ ଭୂମିକାରେ, କଲର୍ସ ଟିଭିରେ ପ୍ରସାରିତ ଧାରାବାହିକ ରୂପ୍ - ମର୍ଦ କା ନୟା ସ୍ୱରୂପରେ ଇଶିକା ପଟେଲ ଭୂମିକାରେ ପାଇଁ ଜଣାଶୁଣା । ୨୦୨୧ ମସିହାରେ, ସେ ବିଗ୍ ବସ୍ ୧୫ରେ ଜଣେ ପ୍ରତିଯୋଗୀ ହିସାବରେ ଅଂଶଗ୍ରହଣ କରିଥିଲେ । ୨୦୧୯ ମସିହାରେ, ସେ ଟାଇମ୍ସ ମୋଷ୍ଟ୍ ଡିଜାୟାରେବଲ୍ ଓମେନ୍ ଅନ୍ ଟିଭିରେ ୧୮ତମ ସ୍ଥାନରେ ଥିଲେ ।[୨]
୧୯୯୪ ମସିହାରେ, ସେ ରାଜସ୍ଥାନର ଅଲୱରଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଜୟସିଂହ ବିଷ୍ଟ ଓ ମାଆଙ୍କ ନାମ ଜସୁମତି ବିଷ୍ଟ । ସେ ଡିଡି ନ୍ୟାସ୍ନାଲ୍ରେ ଜେଣେ ସମ୍ବାଦ ପରିବେଷଣକାରୀ ଭାବରେ କାମ କରିଥିଲେ ।
ସେ ମଲାୟଲମ୍ ଡି କମ୍ପାନୀରେ ଏକ ସ୍ୱତନ୍ତ୍ର ଭୂମିକାରେ ଅଭିନୟ କରିଥିଲେ । ୨୦୧୫ ମସିହାରେ, ଏୟାର୍ଲାଇନ୍ ଜରିଆରେ, ସେ ଅଭିନୟ ଜଗତରେ କାମ କରିବା ଆରମ୍ଭ କରିଥିଲେ ।[୩] ସେହି ବର୍ଷ, ସେ ଟ୍ୱିଷ୍ଟ୍ ୱାଲା ଲଭ୍ରେ, ସେ ଡ. ଶେଲି ଗାଇତୋଣ୍ଡେ ଭୂମିକାରେ ଅଭିନୟ କରିଥିଲେ ।[୪]
ବର୍ଷ | ଧାରାବାହିକ | ଭୂମିକା | ମନ୍ତବ୍ୟ | ଆଧାର |
---|---|---|---|---|
୨୦୧୪ | ଚିତ୍ରହାର | ଉପସ୍ଥାପିକା | [୫] | |
୨୦୧୫ | ଏୟାର୍ଲାଇନ୍ସ | ସାମ୍ବାଦିକା | ||
ଟ୍ୱିଷ୍ଟ ବାଲା ଲଭ୍ | ଡ. ଶେଲି ଗାଇତୋଣ୍ଡେ | |||
୨୦୧୫–୨୦୧୭ | କଳସ–ଏକ୍ ବିଶ୍ୱାସ | ସାକ୍ଷୀ ଦେଓ ଗରେୱାଲ | ||
୨୦୧୭–୨୦୧୮ | ଏକ୍ ଦିୱାନା ଥା | ଶରଣ୍ୟା ବିଷ୍ଟ | [୬] | |
୨୦୧୮ | ରାଧିକା | [୭] | ||
ଲାଲ୍ ଇସ୍କ | ରିୟା | |||
୨୦୧୮–୨୦୧୯ | ରୂପ୍ - ମର୍ଦ କା ନୟା ସ୍ୱରୂପ | ଇଶିକା ପଟେଲ ବଘେଲା | [୮] | |
୨୦୧୯ | ଦିଲ୍ ତୋ ହାପି ହୈ ଜି | ହାପି ମେହେରା | [୯] | |
୨୦୨୧ | ବିଗ୍ ବସ୍ ୧୫ | ପ୍ରତିଯୋଗୀ | [୧୦] |
ବର୍ଷ | ସିରିଜ୍ | ଭୂମିକା | ମନ୍ତବ୍ୟ | ଆଧାର |
---|---|---|---|---|
୨୦୨୦ | ଟିଆ ଆଣ୍ଡ୍ ରାଜ୍ | ଟିଆ | ମିନି ସିରିଜ୍, ପ୍ରଯୋଜିକା | [୧୧] |
ଡୁନ୍ କାଣ୍ଡ୍ | ତମନ୍ନା | [୧୨] | ||
୨୦୨୧ | ଇନ୍ ଦି ମନ୍ଥ୍ ଅଫ୍ ଜୁଲାଇ | [୧୩] | ||
ଦି ସୋଚୋ ପ୍ରୋଜେକ୍ଟ | ଶାଶା ପିଙ୍କ୍ | ମ୍ୟୁଜିକାଲ୍ ସିରିଜ୍ | [୧୪] | |
୨୦୨୨ | ତୁ ଜଖମ୍ ହୈ | କାବ୍ୟା ଗରେୱାଲ | ୨ଟି ସିଜିନ୍ | [୧୫] |
ବର୍ଷ | ମ୍ୟୁଜିକ୍ ଭିଡିଓ | କଣ୍ଠଶିଳ୍ପୀ | ଆଧାର |
---|---|---|---|
୨୦୨୦ | ବେପତା | ଅଭିଜିତ ଭଗନାନି | [୧୬] |
ଅଲଗ ମେରା ୟେ ରଙ୍ଗ୍ ହେଁ | ଅମୃତା ଫର୍ଣ୍ଣାଡିସ୍ | [୧୭] | |
ତେରି ପତ୍ଲି କମର୍ | ୟଶ୍ ୱାଦାଲି | [୧୮] | |
ବେଟିୟାଁ ପ୍ରାଇଡ୍ ଅଫ୍ ନେସନ୍ | ଶ୍ରେୟା ଘୋଷାଲ, ନୀତି ମୋହନ, ଅମୃତା ଫର୍ଣ୍ଣଡିସ୍, ଶାମଲି ଖୋଲଗାଡ଼େ, ପଲକ ମୁଛଲ | [୧୯] | |
ଫୁକ୍ରାପନ୍ତି | ହର୍ମନ ନିଜାମ, ସ୍ୱାତି ଶର୍ମା | [୨୦] | |
୨୦୨୧ | କିନ୍ନି ବାରି | ରାକେଶ ମୈନି | [୨୧] |
୨୦୨୨ | ନିକାଃ | ସାଜା, ନସୀବୋ ଲାଲ୍ | [୨୨] |
ବଡ଼ି ହି ମୁସ୍କିଲ୍ ସେ | କୁନାଲ୍ ଓୟେ | [୨୩] | |
୨୦୨୩ | ମନା ଲେୟା କର୍ | ରାଘବ ସଚାର | [୨୪] |