Doravirine
|
Trade names
|
Pifeltro
|
Other names
|
MK-1439
|
AHFS/Drugs.com
|
Monograph
|
MedlinePlus
|
a618048
|
License data
|
- <abbr class="country-name" title="<nowiki>United States</nowiki>">US DailyMed: Doravirine
|
Routes of </nowiki> </nowiki>administration
|
By mouth[୧]
|
Drug class
|
Non-nucleoside reverse transcriptase inhibitor (NNRTI)[୧]
|
Legal status
|
- <abbr class="country-name" title="<nowiki>Australia</nowiki>">AU: S4 (Prescription only)
- <abbr class="country-name" title="<nowiki>United Kingdom</nowiki>">UK: POM (Prescription only)
- <abbr class="country-name" title="<nowiki>United States</nowiki>">US: ℞-only[୧]
- <abbr class="country-name" title="<nowiki>European Union</nowiki>">EU: Rx-only[୨]
|
3-Chloro-5-({1-[(4-methyl-5-oxo-4,5-dihydro-1H-1,2,4-triazol-3-yl)methyl]-2-oxo-4-(trifluoromethyl)-1,2-dihydro-3-pyridinyl}oxy)benzonitrile
|
Formula
|
C17H11ClF3N5O3
|
Molar mass
|
425.75 g·mol−1
|
3D model (JSmol)
|
|
|
InChI=1S/C17H11ClF3N5O3/c1-25-13(23-24-16(25)28)8-26-3-2-12(17(19,20)21)14(15(26)27)29-11-5-9(7-22)4-10(18)6-11/h2-6H,8H2,1H3,(H,24,28)
Key:ZIAOVIPSKUPPQW-UHFFFAOYSA-N
|
ଡୋରାଭିରାଇନ (ଇଂରାଜୀ ଭାଷାରେ Doravirine), ପିଫେଲ୍ଟ୍ରୋ ଏକ ବେପାର ନାମ, ହେଉଛି ଏଚଆଇଭି/ଏଡସ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ ।[୧] ଏହାକୁ ଅନ୍ୟ ଏଚଆଇଭି ଔଷଧ ସହିତ ମିଶେଇ କରି ଦିଆଯାଏ ।[୧] ସାଧାରଣତଃ ଏହା ଦିନରେ ଥରେ ପାଟିରେ ଦିଆଯାଏ ।[୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, ମୁଣ୍ଡ ବୁଲାଇବା, ମୁଣ୍ଡବିନ୍ଧା, ଥକ୍କା, ତରଳ ଝାଡ଼ା ଏବଂ ଅସ୍ୱାଭାବିକ ସ୍ୱପ୍ନ ଅନ୍ତର୍ଭୁକ୍ତ ହୋଇପାରେ ।[୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ପ୍ରତିରକ୍ଷା ପୁନଃ ନିର୍ମାଣ ସିଣ୍ଡ୍ରୋମ ଅନ୍ତର୍ଭୁକ୍ତ ହୋଇପାରେ ।[୧] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ ।[୩] ଏହା ଏକ ଅଣ-ନ୍ୟୁକ୍ଲିଓସାଇଡ୍ ରିଭର୍ସ ଟ୍ରାନ୍ସକ୍ରିପଟେଜ୍ ଇନହିବିଟର (NNRTI) ।[୧]
୨୦୧୮ ମସିହାରେ ଆମେରିକା ଏବଂ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଡୋରାଭିରାଇନ ଅନୁମୋଦିତ ହୋଇଥିଲା ।[୨] ଯୁକ୍ତରାଜ୍ୟରେ ଏକ ମାସର ଔଷଧ ଖର୍ଚ୍ଚ ୨୦୨୧ ସୁଦ୍ଧା ମୂଲ୍ୟ ୪୭୦ ପାଉଣ୍ଡ ଅଟେ ।[୪] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୁଲ୍ୟ ପ୍ରାୟ 1,500 ଡଲାର ଅଟେ | [୫] ଏହା ଡୋରାଭିରାଇନ/ ଲାମିଭୁଡାଇନ /ଟେନୋଫୋଭିର ମିଶ୍ରଣ ଭାବରେ ମଧ୍ୟ ଉପଲବ୍ଧ । [୪]
- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ ୧.୮ "Pifeltro- doravirine tablet, film coated". DailyMed. 10 October 2019. Archived from the original on 28 October 2020. Retrieved 22 September 2020.
- ↑ ୨.୦ ୨.୧ "Pifeltro EPAR". European Medicines Agency (EMA). Archived from the original on 28 October 2020. Retrieved 1 October 2020.
- ↑ "Doravirine (Pifeltro) Use During Pregnancy". Drugs.com (in ଇଂରାଜୀ). Archived from the original on 3 December 2020. Retrieved 27 December 2021.
- ↑ ୪.୦ ୪.୧ BNF 81: March-September 2021. BMJ Group and the Pharmaceutical Press. 2021. p. 683. ISBN 978-0857114105.
- ↑ "Pifeltro Prices, Coupons & Savings Tips - GoodRx". GoodRx. Retrieved 27 December 2021.