ତାରାପ୍ରସାଦ ଦାସ | |
---|---|
ଜନ୍ମ | |
ଜାତୀୟତା | ଭାରତୀୟ |
ଶିକ୍ଷା | ଏମବିବିଏସ, DOMS |
ଶିକ୍ଷାନୁଷ୍ଠାନ | ସମ୍ବଲପୁର ବିଶ୍ୱବିଦ୍ୟାଳୟ କାନପୁର ବିଶ୍ୱବିଦ୍ୟାଳୟ |
ବୃତ୍ତି | Ophthalmologist |
ତାରାପ୍ରସାଦ ଦାସ(୧ ଅପ୍ରେଲ ୧୯୫୦) ଜଣେ ଭାରତୀୟ ଚକ୍ଷୁ ବିଶେଷଜ୍ଞ ଅଟନ୍ତି । ସେ retina ଓ vitreous membrane ରୋଗର ସେ ବିଶେଷଜ୍ଞ । ବର୍ତ୍ତମାନ ସେ ଏଲଭି ପ୍ରସାଦ ଚକ୍ଷୁ ଡାକ୍ତରଖାନାରେ ଉପ ସଭାପତି ଅଛନ୍ତି । ସନ ୟେଟ ସେନ ବିଶ୍ୱବିଦ୍ୟାଳୟ,(ଚୀନ)ରେ ଅଧ୍ୟାପକ ଥିଲେ ।[୧]
ତାରାପ୍ରସାଦ ଦାସ ୧୯୭୮ରେ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ସ୍ନାତକ(ଏମବିବିଏସ) ଓ ୧୯୮୦ରେ କାନପୁର ବିଶ୍ୱବିଦ୍ୟାଳୟରୁ ମେଡିସିନ ଓ ସର୍ଜରୀରେ ଡିପ୍ଲୋମା ପାସ କରିଥିଲେ । [୧]