Darchawi | |
---|---|
village | |
Country | ![]() |
State | Tripura |
Languages | |
• Official | Darlong, Kokborok, Bengali, English |
Time zone | UTC+5:30 (IST) |
ଯାନବାହାନ ପଞ୍ଚୀକରଣ | TR |
Website | tripura |
ଦରଚାୱି (Darlong for "Darchawi khua")ଭାରତୀୟ ରାଜ୍ୟ ତ୍ରିପୁରାର କୁମାର ଘାଟ ସବ ଡିଭିଜନର ଏକ ଗ୍ରାମ । ଏଠାରେ ମୁଖ୍ଯତଃ ଦରଲଙ୍ଗ ଜାତିର ଲୋକ ଦାସ ଦାସ କରନ୍ତି ଓ ଏଠାରେ କାଇଲାଶଶହର ବାପତିଷ୍ଟ ଚର୍ଚ ଆସୋସିଆସନର ମୁଖ୍ୟାଳୟ ରହିଛି । (KBCA).[୧] ଗ୍ରାମରେ 5ଟି ଚର୍ଚ ରହିଛି । [୧] ଦରଚାୱି ଖ୍ରୀଷ୍ଟିୟାନ ସ୍କୁଲ ନାମକ ଏକ ଇଂରାଜୀ ମିଡିଆମ ସ୍କୁଲ ସହ ବଙ୍ଗାଳୀ ମିଡିଆମ ସ୍କୁଲ ମଧ୍ୟ ଏଠାରେ ରହିଛି । [୨] ଏଠାକାର ଅଧିବାସୀମାନଙ୍କ ମୁଖ୍ୟ ଜୀବିକା କୃଷି ହେଇଥିଲେ ମଧ୍ୟ ରବର ., ଲିଚୁ ଆମ୍ବ ଆଦିର ବହୁଳ ଚାଷ ହେଇଥାଏ ।[୩] Rubber, litchus and mango are also grown.[୪]
<ref>
ଚିହ୍ନ;
gloriousindia
ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।