ଦିନିୟାର କଣ୍ଟ୍ରାକ୍ଟର | |
---|---|
ଜନ୍ମ | ୨୩ ଜାନୁଆରୀ ୧୯୪୧ |
ମୃତ୍ୟୁ | ୫ ଜୁନ ୨୦୧୯ | (ବୟସ ୭୮)
ଅନ୍ୟ ନାମ | ଡେନିଆର୍ କଣ୍ଟ୍ରାକ୍ଟର |
ବୃତ୍ତି(ସମୂହ) | ଅଭିନେତା ଲେଖକ ନିର୍ଦ୍ଦେଶକ ହାସ୍ୟ ଅଭିନେତା |
ସକ୍ରିୟ ବର୍ଷ | ୧୯୬୬–୨୦୧୯ |
ଦିନିୟାର କଣ୍ଟ୍ରାକ୍ଟର (୨୩ ଜାନୁୟାରୀ ୧୯୪୧ - ୫ ଜୁନ୍ ୨୦୧୯) ଜଣେ ଭାରତୀୟ ମଞ୍ଚ ଅଭିନେତା, ଯିଏକି ଜଣେ ହାସ୍ୟ ଅଭିନେତା ଭାବରେ ହିନ୍ଦୀ ଓ ତେଲୁଗୁ କଥାଚିତ୍ର ଜଗତରେ କାମ କରୁଥିଲେ । ସେ ଗୁଜରାଟୀ ଏବଂ ହିନ୍ଦୀ ଥିଏଟରରେ ମଧ୍ୟ କାମ କରୁଥିଲେ । ସ୍କୁଲରେ ପଢ଼ିବା ସମୟରୁ ସେ ଅଭିନୟ ଆରମ୍ଭ କରିଥିଲେ ଏବଂ ୧୯୬୬ ମସିହାରେ ଜଣେ ପେଷାଗତ ଅଭିନେତା ଭାବରେ କାମ କରିବା ଆରମ୍ଭ କରିଥିଲେ । ୨୦୧୯ ମସିହାରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲେ ।[୧] ୫ ଜୁନ ୨୦୧୯ରେ ୭୯ ବର୍ଷ ବୟସରେ ମୁମ୍ବାଇରେ ତାଙ୍କର ମୃତ୍ୟୁ ହୋଇଥିଲା ।[୨][୩]
ବର୍ଷ | କାର୍ଯ୍ୟକ୍ରମ | ଭୂମିକା |
---|---|---|
୧୯୯୫ | ତେରି ଭି ଚୁପ୍ ମେରି ଭି ଚୁପ୍ | ମାଲିକ |
୧୯୯୬-୧୯୯୯ | କଭି ଇଧର କଭି ଉଧର | ମାଲିକ |
୧୯୯୮-୧୯୯୯ | ଦମ୍ ଦମା ଦମ୍ | ମାଲିକ |
୧୯୯୮-୨୦୦୧ | ହମ୍ ସବ୍ ଏକ୍ ହେଁ | ହସମୁଖ ପଟେଲ |
୧୯୯୮-୧୯୯୯ | ଦୋ ଔର୍ ଦୋ ପାଞ୍ଚ୍ | ଦିନ୍ସୁ |
୧୯୯୮ | ଦିଲ୍ ଭିଲ୍ ପ୍ୟାର୍ ଭ୍ୟାର୍ | ଅତିଥି କଳାକାର |
୨୦୦୨-୨୦୦୪ | ଶୁଭ୍ ମଙ୍ଗଲ୍ ସାବଧାନ | ଭିସ୍ପି ପାଉଡରୱାଲା |
୨୦୦୩ | କରିସ୍ମା - ଦ ମିରାକିଲ୍ସ୍ ଅଫ୍ ଡେସ୍ଟିନି | ମିଷ୍ଟର କଣ୍ଟ୍ରାକ୍ଟର |
୨୦୦୪ | ହମ୍ ସବ୍ ବରାତି | |
ଖିଚଡ଼ି | ମି. ମେହେଟ୍ଟା | |
୨୦୦୩-୨୦୦୫ | ଆଜ୍ କେ ଶ୍ରୀମନ୍ ଶ୍ରୀମତି | ମି. ଚାମଚାୱାଲା |
୨୦୦୮ | ତାରକ ମେହେଟ୍ଟା କା ଉଲଟା ଚଷମା | ଶୋଡ଼ିଙ୍କ ଶ୍ୱଶୁର |
୨୦୧୩ | ଭ ସେ ଭାଡ଼େ |