ଦିଲ୍ଲୀ ନାଇଡା ଡାଇରେକ୍ଟ ଫ୍ଲାଇ ୱେ, ଏକ ୮ ଲେନ ବିଶିଷ୍ଟ ୯.୨ କିଲୋମିଟର[୧]ର ପ୍ରବେଶ- ନିୟନ୍ତ୍ରିତ ଏକ୍ସପ୍ରେସୱେ । ଏହା ଭାରତୀୟ ରାଜଧାନୀ ଦିଲ୍ଲୀକୁ ଶିଳ୍ପାଞ୍ଚଳ ଉପସରାଞ୍ଚଳ ନଇଡା ସହ ସଂଯୋଗ କରିଥାଏ ।[୨][୩] ଏହା ନାଇଡା ଟୋଲ ବ୍ରିଜ କମ୍ପାନୀଦ୍ୱାରା ନିର୍ମିତ ଓ ପରିଚାଳିତ ।
ଏହି ପ୍ରକଳ୍ପରେ ଆଶ୍ରମ ଚୌକଠାରେ ଏକ ଫ୍ଲାଇ ଓଭର ବ୍ରିଜ ନିର୍ମିତ ହେଇଛି ।[୪] ଯମୁନା ନଦୀ ଉପରେ ଏକ ୫୫୨.୫ ମିଟର ଦୀର୍ଘ ସେତୁ ୪୦.୮ କୋଟି ଟଙ୍କା ବ୍ୟୟରେ ୨୦୦୧ ମସିହାରେ ନିର୍ମିତ ହେଇଥିଲା[୫]। ୨୦୦୬ ମସିହାରୁ NTBCL ଦାରା ଏହି ରାସ୍ତାର ଫ୍ଲାଇ ଓଭରରୁ ମୟୂର ବିହାରକୁ ପରିବର୍ଧିତ ରାସ୍ତା ନିର୍ମିତ ହେଇଛି । [୬]
ଅବସ୍ଥିତି
ରାଜ୍ୟ | ଗନ୍ତବ୍ୟ | |
---|---|---|
ଉତ୍ତରପ୍ରଦେଶ | ନାଇଡା | Sector 22, Noida Film City, Sector 18, Greater Noida, Noida Extension |
ଦିଲ୍ଲୀ | ମୟୂର ବିହାର | ମୟୂର ବିହାର |
ଦିଲ୍ଲୀ | ଦିଲ୍ଲୀ | ISBT, r |