କ୍ରିକେଟ ତଥ୍ୟ | ||||||||||||||||||||||||||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
ବ୍ୟାଟିଂ ପ୍ରକାର | Right-hand bat | |||||||||||||||||||||||||||||||||||||||
ବୋଲିଂ ପ୍ରକାର | - | |||||||||||||||||||||||||||||||||||||||
Career statistics | ||||||||||||||||||||||||||||||||||||||||
| ||||||||||||||||||||||||||||||||||||||||
Source: [୧], 4 February 2006 |
ଦୀପ ଦାସଗୁପ୍ତା pronunciation (help·info) (ଜନ୍ମ 7 ଜୁନ , 1977 , କଲିକତା , ପଶ୍ଚିମ ବଙ୍ଗ ) ଜଣେ ଭାରତୀୟ କ୍ରିକେଟ ଖେଳାଳି । ସେ 2001ରୁ 2002 ମସିହାରେ 8ଟି ଟେଷ୍ଟ ଓ 5ଟି ଏକଦିବାସୀୟ ଅନ୍ତର୍ରାଷ୍ଟ୍ରୀୟ ଖେଳିଥିଲେ । ସେ ୱିକେଟକିପର ଥିଲେ ।
ଘରେଇ କ୍ରିକେଟରେ ସେ ଜଣେ ଆକ୍ରାମକ ଓପନିଂ ବେତସ ମେନ ଓ ୱିକେଟକିପର ଭାବରେ ବଙ୍ଗଳା ତରଫରୁ ଖେଳୁଥିଲେ ଓ ସୌରଭ ଗାଙ୍ଗୁଲୀଙ୍କ ପରେ ଦଳର ଅଧିନାୟକ ଥିଲେ । ସେ ପୂର୍ବ ଜୋନର ରିଜର୍ଭ ୱିକେଟକିପର ମଧ୍ୟ ରହିଥିଲେ ।
ସେ ଇଣ୍ଡିଆନ କ୍ରିକେଟ ଲିଗରେ ରୟାଲ ବେଙ୍ଗଲ ଟାଇଗର ଦଳରେ ଯୋଗ ଦେଇଥିଲେ । ଏହି ଲିଗ ପରେ ବେଆଇନ ଘୋଷିତ ହେଇଥିଲା । ସେ ବର୍ତ୍ତମାନ ଜଣେ ଭାଷ୍ୟକାର ।