ଧରିତ୍ରୀ | |
---|---|
![]() ଧରିତ୍ରୀ (୧୯୭୩ର କଥାଚିତ୍ର) କଥାଚିତ୍ରର ପୋଷ୍ଟର | |
ନିର୍ଦ୍ଦେଶକ | ନିତ୍ୟାନନ୍ଦ ପାଲିତ |
ପ୍ରଯୋଜକ | ଧିର ବିଶ୍ୱାଳ |
କାହାଣୀ | ଶ୍ରାବଣୀ |
କଳାକାର | ଶ୍ରୀରାମ ପଣ୍ଡା, ଧୀର ବିଶ୍ୱାଳ, ପ୍ରଶାନ୍ତ ନନ୍ଦ, ଶରତ ପୂଜାରୀ |
ସଙ୍ଗୀତ | ଉପେନ୍ଦ୍ର କୁମାର |
ମୁକ୍ତିଲାଭ ତାରିଖ | ୧୯୭୩ [୧] |
ଦେଶ | ![]() |
ଭାଷା | ଓଡ଼ିଆ |
ନିତ୍ୟାନନ୍ଦ ପାଲିତଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ କଥାଚିତ୍ର ଧରିତ୍ରୀ ୧୯୭୩ ମସିହାରେ ମୁକ୍ତିଲାଭ କରିଥିଲା । [୨]
ଓଡ଼ିଆ କଥାଚିତ୍ର ‘ଧରିତ୍ରୀ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
କ୍ରମ | ଗୀତ | ଗୀତିକାର | ଗାୟକ / ଗାୟିକା |
---|---|---|---|
୧ | ସ୍ବର୍ଗାଦପି ଗରୀୟସୀ | ଶିବବ୍ରତ ଦାସ | ଶ୍ଯାମଲ ମିତ୍ର |
୨ | ମୋହନ ହେ ମୋହନ | ନାରାୟଣ ପ୍ରସାଦ ସିଂହ | ନିର୍ମଳା ମିଶ୍ର |
୩ | ପୀରତି ତୋର ଦୂରୁ ଜୁହାର | ବୃନ୍ଦାବନ ଜେନା | ଚିତ୍ତ ଜେନା ଓ ସିପ୍ରା ବୋଷ |
୪ | ସପନର ପଥେ ପଥେ | ଶିବବ୍ରତ ଦାସ | ମହମ୍ମଦ ସିକନ୍ଦର ଆଲାମ |
୫ | ବାରମ୍ବାର ଦେଲେ ପରିଚୟ | ନନ୍ଦକିଶୋର ସିଂହ | ମହମ୍ମଦ ସିକନ୍ଦର ଆଲାମ ଓ ସିପ୍ରା ବୋଷ |
୬ | ପ୍ରାଣନାଥ ନଇଲେ ତ | ବନମାଳୀ ଦାସ | ସିପ୍ରା ବୋଷ |