Historical Region of North India ଧୂନ୍ଧର | |
Location | Rajasthan |
19th-century flag | ![]() |
State established: | 10th century |
Language | Dhundari |
Dynasties | Chanda Meenas (till the 10th century) Kachwahas (967-1949) |
Historical capitals | Dausa, Amer, JaipurTonk |
Separated states | Bharatpur, Alwar, Karauli |
ଧୂନ୍ଧର , ଜଯପୁର ଅଞ୍ଚଳ ମଧ୍ୟ କୁହାଯାଏ ,ଭାରତୀୟ ରାଜ୍ୟ ରାଜସ୍ଥାନର ଏକ ଏଇତିହାସିକ ଅଞ୍ଚଳ । ଏହା ଜଯପୁର ଜିଲ୍ଲା ଦୌସା , ସୱାଇ ମାଧୋପୁର,ଟୋଙ୍କ ଓ କରୌଲି ଜିଲ୍ଲାର ଉରରରାଞ୍ଚଳକୁ କୁହା ଯାଏ ।
ଏହି ଅଞ୍ଚଳ ରାଜସ୍ଥାନର ପୂର୍ବ-କେନ୍ଦ୍ରରେ ରହିଛି ଓ ଉତ୍ତର ପଶ୍ଚିମ ଦିଗରେ ଅରାବଳି ପର୍ବତ ମାଳ , ପଶ୍ଚିମରେ ଆଜମେର, ଦକ୍ଷିଣ ପଶ୍ଚିମରେ ମେବାର , ଦକ୍ଷିଣରେ ହତୋଡି ଓ ପୂର୍ବରେ ଅଲୱାର , ଭରତପୁର , ଓ କରୌଲି ଜିଲ୍ଲାରହିଛି ।
1900 ମସିହାରେ ଜଯପୁର ରାଜାଙ୍କ ସମୟ ରେ ଏହି ଅଞ୍ଚଳର ସମୁଦାୟ ଆୟତନ 15,579 ( 40,349 ବର୍ଗ କିଲୋମିଟର ) ବର୍ଗ ମାଇଲ ଥିଲା
ଦକ୍ଷିଣ କେନ୍ଦ୍ର ଅଞ୍ଚଳ ବନାଶ ନଦୀର ବେସିନ ଅଞ୍ଚଳ ଓ ଧୁନ୍ଦ ନଦୀ ଅଞ୍ଚଳ ଥିଲା । ଉତ୍ତରାଞ୍ଚଳରେ ବନଗଙ୍ଗା ରହିଛି ।
ପ୍ରାଚୀନ କଳାରେ ଜଯପୁର ରାଜ୍ୟ ଅମ୍ବର ବାଆ ଧୂନ୍ଧର ନାମରେ ପରିଚିତ ଥାଇ ମିନା ବଂଶଦ୍ୱାରା ଶାସିତ ହଉଥିଲା ।[୧]
ଏଠାରେ ପ୍ରାଚୀନ କାଳରେ ଜୈନ ଧର୍ମର ବିଶେଷ ପ୍ରସାର ହେଇଥିଲା । ଏଠାରେ ଅଦ୍ୟାବଧି 17 ଶ[୨] ଶତାବ୍ଦୀରେ ବ୍ୟାପକ ହେଇଥିବା ଜୈନ ସ୍ମୃତି ସବୁ ରହିଛି ।