ନର୍ଜେଷ୍ଟ୍ରେଲ୍ Trade names Ovral, Opill, others Synonyms dl-Norgestrel; DL -Norgestrel; (±)-Norgestrel; WY-3707; SH-70850; SH-850; FH 122-A; rac -13-Ethyl-17α-ethynyl-19-nortestosterone; rac -13-Ethyl-17α-ethynylestr-4-en-17β-ol-3-one AHFS /Drugs.com Micromedex Detailed Consumer Information MedlinePlus a602008 data
Routes of administration By mouth Legal status
(8R ,9S ,10R ,13S ,14S )-13-ethyl-17-ethynyl-17-hydroxy-1,2,6,7,8,9,10,11,12,14,15,16-dodecahydrocyclopenta[a ]phenanthren-3-one
ECHA InfoCard 100.026.758 Formula C 21 H 28 O 2 Molar mass ୩୧୨.୪୫ g·mol−1 3D model (JSmol )
O=C\1CC[C@H]4C(=C/1)/CC[C@@H]3[C@@H]4CC[C@@]2(CC)[C@H]3CCC2(O)C#C
InChI=1S/C21H28O2/c1-3-20-11-9-17-16-8-6-15(22)13-14(16)5-7-18(17)19(20)10-12-21(20,23)4-2/h2,13,16-19,23H,3,5-12H2,1H3/t16-,17+,18+,19-,20-,21?/m0/s1
Y Key:WWYNJERNGUHSAO-CULCCENASA-N
Y
ନର୍ଜେଷ୍ଟ୍ରେଲ , (ଇଂରାଜୀ ଭାଷାରେ Norgestrel ), ଅନ୍ୟମାନଙ୍କ ମଧ୍ୟରେ ଏହାର ଏକ ବେପାର ନାମ ଓପିଲ, ହେଉଛି ଜନ୍ମ ନିୟନ୍ତ୍ରଣ ବଟିକା ଭାବରେ ବ୍ୟବହୃତ ଏକ ଔଷଧ ।[ ୨] ଉପଯୁକ୍ତ ବ୍ୟବହାର ସହିତ ପ୍ରାୟ ୨% ମହିଳା ପ୍ରତିବର୍ଷ ଗର୍ଭବତୀ ହୁଅନ୍ତି; ଯଦିଓ ସାଧାରଣ ବ୍ୟବହାର ସହିତ ଏହା ୮% ପାଖାପାଖି ଗର୍ଭବତୀ ହୋଇପାରନ୍ତି ।| [ ୨] [ ୩] ଏହା ହରମୋନ ପ୍ରତିସ୍ଥାପନ ଚିକିତ୍ସାର ଏକ ଅଂଶ ଭାବରେ ମଧ୍ୟ ବ୍ୟବହୃତ ହୋଇପାରେ ।[ ୪] ଏହାକୁ ପ୍ରତିଦିନ ସମାନ ସମୟରେ ପାଟିରେ ଦିଆଯାଏ ।[ ୨]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅନିୟମିତ ଋତୁସ୍ରାବ, ମୁଣ୍ଡବିନ୍ଧା , ବାନ୍ତି , ଏବଂ ସ୍ତନ ଦରଜ ହୋଇପାରେ ।[ ୩] [ ୫] ଏହା ଏଚଆଇଭି ସହିତ ଯୌନ କ୍ରିୟା ସଞ୍ଚାରିତ ରୋଗ ସମୂହକୁ ସୁରକ୍ଷା ଦିଏ ନାହିଁ ।[ ୨] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁକୁ କ୍ଷତି ପହଞ୍ଚାଇବା ପରି ଦେଖାଯାଏ ନାହିଁ ଏବଂ ସ୍ତନ୍ୟପାନ ସମୟରେ ମଧ୍ୟ ବ୍ୟବହାର ନିରାପଦ ଅଟେ ।[ ୩] ବାତ ନିରୋଧକ ଔଷଧ ସମେତ କେତେକ ଔଷଧ ଏହାର ଫଳପ୍ରଦତା ହ୍ରାସ କରିପାରେ ।[ ୩] ଇଷ୍ଟ୍ରୋଜେନ ବିନା ନର୍ଗେଷ୍ଟ୍ରେଲ୍ କେବଳ ଏକ ପ୍ରୋଜେଷ୍ଟିନ୍।[ ୩] ଏଥିରେ ସମାନ ପରିମାଣର ଲେଭୋନରଜେସ୍ଟ୍ରେଲ (LNG)ଦ୍ୱାରା ତିଆରି ହୁଏ ଯାହା କାର୍ଯ୍ୟକ୍ଷମ ହୁଏ ଏବଂ ନିଷ୍କ୍ରିୟ ଡି-ନର୍ଜେଷ୍ଟ୍ରେଲ (D-norgestrel) ଥାଏ ।[ ୬]
୧୯୬୧ ମସିହାରେ ନର୍ଜେଷ୍ଟ୍ରେଲ ପେ ଟେଣ୍ଟ ହୋଇଥିଲା ଏବଂ ୧୯୬୬ ମସିହାରେ ଚିକିତ୍ସା ବ୍ୟବହାରରେ ଆସିଥିଲା ।[ ୭] ଏହାକୁ ବ୍ୟାପକ ଭାବେ ବିକ୍ରି କରାଯାଉଛି ।[ ୮] ୨୦୨୪ ମସିହାରେ ଯୁକ୍ତରାଷ୍ଟ୍ରରେ ଏହା ମାସିକ ୨୦ ଡଲାର ମୂଲ୍ୟରେ ଉପଲବ୍ଧ ହୁଏ ।[ ୯] ଏହା ପୂର୍ବରୁ ଆମେରିକାରେ ଏକ ପ୍ରକାର ଇଷ୍ଟ୍ରୋଜେନ୍ ସହିତ ମିଶି ଉପଲବ୍ଧ ଥିଲା ଯାହାର ନାମ ଏଥିନିଲ ଏଷ୍ଟ୍ରାଡିଓଲ/<b id="mwEg">ନର୍ଜେଷ୍ଟ୍ରେଲ</b> ଥିଲା ।[ ୧୦]
↑ "FDA Approves First Nonprescription Daily Oral Contraceptive" . U.S. Food and Drug Administration (FDA) (Press release). 2023-07-13. Archived from the original on 2023-07-13. Retrieved 2023-07-13 . This article incorporates text from this source, which is in the public domain .
↑ ୨.୦ ୨.୧ ୨.୨ ୨.୩ "DailyMed - OPILL- norgestrel tablet" . dailymed.nlm.nih.gov . Archived from the original on 11 March 2024. Retrieved 10 March 2024 .
↑ ୩.୦ ୩.୧ ୩.୨ ୩.୩ ୩.୪ Torro, J; Bhayani, A (January 2024). "Norgestrel 0.075 mg (Opill) for Contraception". American family physician . 109 (1): 90–91. PMID 38227882 .
↑ "Hormone replacement therapy (HRT)" . NICE . September 2020. Archived from the original on 11 March 2024. Retrieved 10 March 2024 .
↑ Research, Center for Drug Evaluation and (2023-07-14). "Opill (0.075mg Oral Norgestrel Tablet) Information" . FDA (in ଇଂରାଜୀ). Archived from the original on 2023-10-09. Retrieved 2023-11-11 .
↑ Bińkowska, M; Woroń, J (June 2015). "Progestogens in menopausal hormone therapy". Przeglad menopauzalny = Menopause review . 14 (2): 134–43. doi :10.5114/pm.2015.52154 . PMID 26327902 .
↑ Fischer J, Ganellin CR (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 479. ISBN 9783527607495 .
↑ "Norgestrel - brand name list from" . Drugs.com. Archived from the original on 2021-01-09. Retrieved 2022-09-17 .
↑ Belluck, Pam (4 March 2024). "First U.S. Over-the-Counter Birth Control Pill Will Be Available Soon" . The New York Times . Archived from the original on 7 March 2024. Retrieved 9 March 2024 .
↑ "Generic Lo/Ovral-28 Availability" . Archived from the original on 2019-03-02. Retrieved 2018-03-10 .