ନାଃ ବୋଲି | |
---|---|
ବାଙ୍ଗନି | |
ଅଞ୍ଚଳ | ଆସାମ |
ମାତୃଭାଷୀ | ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।[୧] |
ଚୀନ-ତିବ୍ଦତୀୟ
| |
ଭାଷା କୋଡ୍ | |
ISO ୬୩୯-୩ | nbt |
ଗ୍ଲୋଟୋଲୋଗ | naaa1245 |
ELP | Na |
Na is classified as Critically Endangered language by the UNESCO Atlas of the World's Languages in Danger[୨] |
ନାଃ ବୋଲି (ନା ବୋଲି) ଏକ ଭାରତୀୟ ଭାଷା ବାଙ୍ଗନିର ଉପଭାଷା ବା ବୋଲି ଅଟେ । ବାଙ୍ଗନି ଏକ ଚୀନ-ତିବ୍ଦତୀୟ ଭାଷା ଅଟେ ।[୩] ଏହି ବୋଲି ଅରୁଣାଚଳ ପ୍ରଦେଶର ଉପର ସୁବନସିରି ଜିଲ୍ଲାର ତାକସିଙ୍ଗ ସର୍କଲର ୯ଟି ଗାଆଁର କଥିତ ଭାଷା ଅଟେ (ପେର୍ଟିନ ୧୯୯୪:୧) । ଚେଦର, ହାଫି, ତିସି ଓ ହରି ନାମକ ୪ଟି ବଂଶ ରହିଛି ।
{{cite book}}
: Check date values in: |date=
(help)