Clinical data | |
---|---|
Trade names | Alocril, Tilade, Rapitil, others |
AHFS/Drugs.com | monograph |
MedlinePlus | a601243 |
Routes of administration | Inhalation, eye drops |
Legal status | |
Legal status | |
Pharmacokinetic data | |
Protein binding | 89% |
Metabolism | Not metabolized |
Elimination half-life | ~3.3 hours |
Excretion | Excreted unchanged |
Identifiers | |
| |
ECHA InfoCard | 100.233.208 |
Chemical and physical data | |
Formula | C19H17NO7 |
Molar mass | ୩୭୧.୩୫ g·mol−1 |
3D model (JSmol) | |
| |
| |
(verify) |
ନେଡୋକ୍ରୋମିଲ (ଇଂରାଜୀ ଭାଷାରେ Nedocromil), ଅନ୍ୟମାନଙ୍କ ମଧ୍ୟରେ ଆଲୋସିଲ୍ ବ୍ରାଣ୍ଡ ବେପାର ନାମ, ହେଉଛି ଏକ ଔଷଧ ଯାହା ଆଲର୍ଜିକ କଞ୍ଜକ୍ଟିଭାଇଟିସ୍ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଏହା ଆଖି ବୁନ୍ଦା ଭାବରେ ବ୍ୟବହୃତ ହୁଏ ।[୨]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ଆଖି ଜ୍ୱାଳା ଏବଂ ନାକ ଭରି ରହିପାରେ ।[୧] ଗର୍ଭାବସ୍ଥାରେ ବ୍ୟବହାର ସହିତ କ୍ଷତିର କୌଣସି ପ୍ରମାଣ ମିଳିନାହିଁ ।[୩] ଏହା ଏକ ମାଷ୍ଟ୍ ସେଲ୍ ଷ୍ଟାବିଲାଇଜର୍, ଯାହା ହିଷ୍ଟାମାଇନ୍ ଉନ୍ମୋଚନ ହ୍ରାସ କରେ ।[୨]
୧୯୯୯ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ନେଡୋକ୍ରୋମିଲ ଅନୁମୋଦିତ ହୋଇଥିଲା ।[୧] ଯୁକ୍ତରାଷ୍ଟ୍ରରେ ୫ ମିଲି ବିଶିଷ୍ଟ ଏକ ଭାଏଲର ମୂଲ୍ୟ ପ୍ରାୟ ୨୩୦ ଡଲାର ।[୪]
{{cite web}}
: Unknown parameter |coauthors=
ignored (|author=
suggested) (help)