ନେହା ଚୌହାନ | |
---|---|
ଜନ୍ମ | |
ଜାତୀୟତା | ଭାରତୀୟ |
ବୃତ୍ତି | ଅଭିନେତ୍ରୀ |
ସକ୍ରିୟ ବର୍ଷ | ୨୦୧୦–ଏବେଯାଏଁ |
ନେହା ଚୌହାନ ଜଣେ ଭାରତୀୟ ଅଭିନେତ୍ରୀ । ସେ ମୁଖ୍ୟତଃ ହିନ୍ଦୀ ଦୂରଦର୍ଶନ, କଥାଚିତ୍ର ଏବଂ ତେଲୁଗୁ ତଥା ତାମିଲ କଥାଚିତ୍ର ଜଗତରେ କାମ କରନ୍ତି । ସେ ଲଭ୍ ସେକ୍ସ ଔର୍ ଧୋକା (୨୦୧୦) ଓ ଜି କୁତ୍ତା ସେ (୨୦୧୫) ଭଳି କଥାଚିତ୍ରରେ ଅଭିନୟ ପାଇଁ ଜଣାଶୁଣା ।[୧]
ନେହା ନାଇଜେରିଆରେ ଜନ୍ମଗ୍ରହଣ କରିଥିଲେ ଏବଂ ପରେ, ଫରିଦାବାଦ ଆସିଥିଲେ । ଅଭିନୟ ପାଇଁ ମୁମ୍ବାଇ ଯିବା ପୂର୍ବରୁ, ସେ ମଧ୍ୟ ପ୍ରଦେଶର ଇନ୍ଦୋରରେ ଅଧିକାଂଶ ଦିନ କାଟିଛନ୍ତି ।[୨]
ବର୍ଷ | କଥାଚିତ୍ର | ଭୂମିକା | ଭାଷା | ମନ୍ତବ୍ୟ | ଆଧାର |
---|---|---|---|---|---|
୨୦୧୦ | ଲଭ୍ ସେକ୍ସ ଔର୍ ଧୋକା | ରଶ୍ମି | ହିନ୍ଦୀ | ପ୍ରଥମ (ହିନ୍ଦୀ) କଥାଚିତ୍ର | [୩] |
୨୦୧୩ | ଗିକ୍ ଆଉଟ୍ | ଦି ଗାର୍ଲ | ଇଂରାଜୀ | କ୍ଷୁଦ୍ର ଚଳଚ୍ଚିତ୍ର | |
୨୦୧୪ | ୟାନ୍ | ଇଶା | ତାମିଲ | ପ୍ରଥମ ତାମିଲ କଥାଚିତ୍ର | |
2014 | ୟୁଧ୍ | ଅରୁଣା | ହିନ୍ଦୀ | ସୋନି ଟିଭି ସିରିଜ୍ | |
୨୦୧୫ | ଜି କୁତ୍ତା ସେ | କିରଣ | ହରିୟାଣୀ ହିନ୍ଦୀ | [୪][୫][୬] | |
୨୦୧୬ | ଏ ବିଲିଅନ୍ କଲର୍ ଷ୍ଟୋରୀ | ଦିବ୍ୟା | ଇଂରାଜୀ ହିନ୍ଦୀ | [୭] | |
୨୦୧୮ | ତିନ୍ ପେହେଲିୟାଁ | ମୋନିକା | ହିନ୍ଦୀ | ଆନ୍ଥେଲୋଜି ଫିଲ୍ମ | |
ହୋପ୍ ଔର୍ ହମ୍ | ଅଟୋ ଗାର୍ଲ | ||||
୨୦୧୯ | ଆଭିରି | ଲୀନା | ତେଲୁଗୁ | ପ୍ରଥମ ତେଲୁଗୁ କଥାଚିତ୍ର | [୮] |
୨୦୨୧ | କାଗଜ | ସାମ୍ବାଦିକା ସୋନିଆ | ହିନ୍ଦୀ |
ବର୍ଷ | ସିରିଜ୍ | ଭୂମିକା | ଭାଷା | ପ୍ଲାଟଫର୍ମ | ଆଧାର |
---|---|---|---|---|---|
୨୦୧୬ | ଇଟ୍ସ୍ ନଟ୍ ଦାଟ୍ ସିମ୍ପଲ୍ | ଅନିକା | ହିନ୍ଦୀ | ଭୁଟ୍ | |
୨୦୧୬ | ହ୍ୟୁମରସ୍ଲି ୟୋର୍ସ୍ | ପ୍ରାଚୀ | ଇଂରାଜୀ ହିନ୍ଦୀ | ଜୀ୫ | |
୨୦୧୮ | ଶଇତାନ ହାବେଲି | ପ୍ରାର୍ଥନା | ହିନ୍ଦୀ | ଆମାଜନ ପ୍ରାଇମ ଭିଡିଓ | |
୨୦୧୯ | ଇନ୍ସାଇଡ୍ ଏଡ୍ଜ୍ | ଶିଖା | ହିନ୍ଦୀ ଇଂରାଜୀ | ||
୨୦୨୧–ଏବେଯାଏଁ | ମହାରାଣୀ | କଳ୍ପନା କୌଲ | ହିନ୍ଦୀ | ସୋନି ଲିଭ୍ | [୯] |
୨୦୨୨–୨୦୨୩ | ରକେଟ୍ ବଏଜ୍ | କମଳା ଚୌଧୁରୀ | [୧୦][୧୧][୧୨] |