Pakyong
Pakim पाक्किम | |
---|---|
city | |
Country | India |
State | Sikkim |
District | East Sikkim |
Elevation | 1,120 m (3,670 ft) |
Languages | |
Time zone | UTC+5:30 (IST) |
PIN | 737 106 |
Telephone code | 03592 |
ଯାନବାହାନ ପଞ୍ଚୀକରଣ | SK |
ପକ୍ଯୋଙ୍ଗ (ନେପାଳୀ: पाक्किम) ଭାରତୀୟ ରାଜ୍ୟ ସିକ୍କିମର ପୂର୍ବ ଅଞ୍ଚଳରେ ଥିବା ଏକ ସହରାଞ୍ଚଳ । ଏହା ହିମାଲୟ ପର୍ବତର ପାଦ ଦେଶରେ ଅବସ୍ଥିତ । ଏହା ପୂର୍ବରୁ ଏକ ସାନ ବସତି ଥିବା ବେଳେ ସରକାରଙ୍କ ତରଫରୁ ଏହାର ନିକଟବର୍ତୀ ସ୍ଥାନରେ ବିମାନ ବନ୍ଦର ସ୍ଥାପନ ହେଲା ପରେ ଏହାର ବହୁଳ ବୃଦ୍ଧି ଘଟିଥିଲା । [୧]
ସହରରେ ଏକ ପ୍ରାଚୀନ ମିସନାରୀ (ସ୍କୁଲ ଥିବା ସହ ଏହି ସହରରୁ ପଦ୍ମଶ୍ରୀ ପାଇଥିବା ପ୍ରକତାନ ଜାତୀୟ ଫୁଟବଲ ଖେଳାଳି ବାଇଚୁଙ୍ଗ ଭୁଟିଆଙ୍କ ଜନ୍ମ ଓ ଶିଷ୍ୟା ସ୍ଥଳ । ଏଠାରେ ଜାତୀୟ ରିସର୍ଚ କେନ୍ଦ୍ର ଟିଏ ମାନଧୀ ରହିଛି ।[୨]
2011 ମସିହା ଜନଗଣନା ଅନୁସାରେ ଏଠି ସହରର ଜନସଂଖ୍ୟା ଥିଲା । ଏହା ମଧ୍ୟରୁ ପୁରୁଷ ସଂଖ୍ୟା ହେଇଥିବା ବେଳେ ମହିଳାଙ୍କ ସଂଖ୍ୟା ଥିଲା । 6 ବର୍ଷରୁ କମ ସଂଖ୍ୟା ଥିଲା । ଏଠାରେ ସାକ୍ଷ୍ୟରତା ହାର % ଥିଲା , ଯାହା ଜାତୀୟ ସାକ୍ଷ୍ୟରତା ହାରଠାରୁ ଅଧିକ ଥିଲା ।
ଏହାର ଭୌଗୋଳିକ ଅବସ୍ଥିତି 27.2394°N 88.5961°Eଠାରେ । । ଏହା ସମୁଦ୍ର ପତ୍ତନଠାରୁ 1700 ମିଟର ଉପରେ ରହିଛି । ଏହାର ସୀମାକୁ ଲାଗି ଭୁଟାନ ଓ ତିବତୀୟ ପାର୍ବତ୍ଯ ଇଲାକା ରହିଛି । ଏହା ଏକ କୃଷି ପ୍ରଧାନ ଅଞ୍ଚଳ ।