Palia Kalan
manish singh (singh cloth house ) | |
---|---|
city | |
ଦେଶ | India |
ଜିଲ୍ଲା | Lakhimpur Kheri |
Population (2001) | |
• Total | ୩୫,୦୦୦ |
ଭାଷା | |
Time zone | UTC+5:30 (IST) |
ପଲାଇ କାଲାନ ଏକ ଭାରତୀୟ ପୌର ବୋର୍ଡ଼ ଅଟେ । ଏହା ଉତ୍ତର ପ୍ରଦେଶର ଖେରି ଜିଲ୍ଲାରେ ଅବସ୍ଥିତ ।
ପଲାଇ କାଲାନ ୨୮.୪୩୨୧ ଉତ୍ତର ଅକ୍ଷାଂଶ ଓ ୮୦.୫୮୧୪ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[୧]
୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ପଲାଇ କାଲାନ ସହରର ମୋଟ ଜନସଂଖ୍ୟା ୩୫୦୦୦ ଅଟେ ।[୨] ସେଥି ମଧ୍ୟରୁ ୫୩.୩୮% ଜଣ ପରୁଷ ହୋଇଥିବା ବେଳେ ୪୬.୬୨% ଜଣ ନାରୀ ଅଟନ୍ତି । ପଲାଇ କାଲାନର ସାକ୍ଷରତା ହାର ୫୩.୬୨% ଅଟେ । ଏହା ଜାତୀୟ ହାରଠାରୁ ୧୧.୨୨% ପ୍ରତିଶତ କମ ଅଟେ । ସେଥିରୁ ୩୨.୨୬% ପ୍ରତିଶତ ପୁରୁଷ ଓ ୨୧.୩୬% ନାରୀ ଅଟନ୍ତି । ୧୬.୦୮% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ହିନ୍ଦୀ ପଲାଇ କାଲାନର ସରକାରୀ ଭାଷା ଅଟେ ।