ପଲିଡୋକାନୋଲ Synonyms
Polydocanol
Laureth 9
Macrogol lauryl ether
Lauromacrogol
PEG-9 lauryl alcohol
POE-9 lauryl alcohol
Dodecylpolyethyleneglycolether
Hydroxyl polyethoxy dodecane
Oxypolyethoxydodecane
AHFS /Drugs.com monograph Routes of administration Injection into a vein Legal status
OTC (topical), ℞ (injection)
3,6,9,12,15,18,21,24,27-nonaoxanonatriacontan-1-ol
ECHA InfoCard 100.019.351 Formula C 30 H 62 O 10 Molar mass ୫୮୨.୮୨ g·mol−1 3D model (JSmol )
CCCCCCCCCCCCOCCOCCOCCOCCOCCOCCOCCOCCOCCO
InChI=1S/C30H62O10/c1-2-3-4-5-6-7-8-9-10-11-13-32-15-17-34-19-21-36-23-25-38-27-29-40-30-28-39-26-24-37-22-20-35-18-16-33-14-12-31/h31H,2-30H2,1H3
N Key:ONJQDTZCDSESIW-UHFFFAOYSA-N
N
ପଲିଡୋକାନୋଲ, ଆସ୍କ୍ଲେରା ହେଉଛି ଏକ ବେପାର ନାମ, ଏକ ଔଷଧ ଯାହା ସ୍ପାଇଡର ଶିରା ଏବଂ ରେଟିକୁଲାର ଶିରା ଓ ଭେରିକଜ ଶିରା ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[ ୧] ଏହା ହେମାଞ୍ଜିଓଓମା ଏବଂ ଭାସ୍କୁଲାର ବିକୃତି ପାଇଁ ମଧ୍ୟ ବ୍ୟବହୃତ ହୋଇପାରେ ।[ ୨] ସ୍କ୍ଲେରୋଥେରାପିର ଏକ ଅଂଶ ଭାବରେ ଏହା ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ ।[ ୩]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଏକ ସାମାନ୍ୟ ସ୍ଥାନୀୟ ପ୍ରତିକ୍ରିୟା ହୋଇପାରେ ।[ ୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲାକ୍ସିସ , ରକ୍ତ ଜମାଟ ବାନ୍ଧିବା ଏବଂ ତନ୍ତୁ କ୍ଷୟ ହୋଇପାରେ | [ ୧] ଏହା ଏକ ନନ୍ଆୟୋନିକ୍ ଡିଟରଜେଣ୍ଟ ।[ ୩]
୨୦୧୦ରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ପଲିଡୋକାନୋଲକୁ ଅନୁମୋଦନ କରାଯାଇଥିଲା ।[ ୧] ଯୁକ୍ତରାଷ୍ଟ୍ରରେ ପଲିଡୋକାନୋଲର ୨ ମିଲି ଦ୍ରବର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୨୨ ଡଲାର ଥିଲା । [ ୪] ଏହା ପ୍ରସାଧନ ସାମଗ୍ରୀରେ ମଧ୍ୟ ବ୍ୟବହୃତ ହୁଏ ।[ ୫]
↑ ୧.୦ ୧.୧ ୧.୨ ୧.୩ "DailyMed - ASCLERA- polidocanol injection, solution" . dailymed.nlm.nih.gov . Archived from the original on 24 March 2021. Retrieved 28 October 2021 .
↑ Gao Z, Zhang Y, Li W, Shi C (January 2018). "Effectiveness and safety of polidocanol for the treatment of hemangiomas and vascular malformations: A meta-analysis". Dermatologic Therapy . 31 (1). doi :10.1111/dth.12568 . PMID 29082587 .
↑ ୩.୦ ୩.୧ "Polidocanol Monograph for Professionals" . Drugs.com (in ଇଂରାଜୀ). Archived from the original on 28 May 2016. Retrieved 28 October 2021 .
↑ "Asclera Prices, Coupons & Patient Assistance Programs" . Drugs.com (in ଇଂରାଜୀ). Retrieved 28 October 2021 .
↑ "ADDENDUM to the SCCP opinion on polidocanol (SCCP/1130/07)" (PDF) . Archived (PDF) from the original on 14 June 2015. Retrieved 28 October 2021 .