Clinical data | |
---|---|
Trade names | Veltassa |
Synonyms | RLY5016 |
AHFS/Drugs.com | monograph |
MedlinePlus | a616012 |
data | |
Pregnancy category | |
Routes of administration | By mouth (suspension) |
Legal status | |
Legal status | |
Pharmacokinetic data | |
Bioavailability | Not absorbed |
Metabolism | None |
Onset of action | 7 hrs; 1-2 wks for max effect[୩] |
Duration of action | 24 hrs |
Excretion | Feces |
Chemical and physical data | |
Formula | [(C3H3FO2)182·(C10H10)8·(C8H14)10]n [Ca91(C3H2FO2)182·(C10H10)8·(C8H14)10]n (calcium salt) |
ପାଟିରୋମର (ଇଂରାଜୀ ଭାଷାରେ Patiromer), ଭେଲ୍ଟାସା ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ହାଇପରକାଲେମିଆ ବା ଉଚ୍ଚ ରକ୍ତ ପଟାସିଅମ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୩] ଏହା ପାଟିରେ ଦିଆଯାଏ ।[୩] ଏହାର କାର୍ଯ୍ୟ ପ୍ରାୟ ୭ ଘଣ୍ଟା ମଧ୍ୟରେ ଆରମ୍ଭ ହୁଏ ଏବଂ ସର୍ବାଧିକ ପ୍ରୟାସ ପାଇଁ ଏକ କିମ୍ବା ଦୁଇ ସପ୍ତାହ ଲାଗିଥାଏ ।[୩]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କୋଷ୍ଠକାଠିନ୍ୟ, ନିମ୍ନ ରକ୍ତ ମ୍ୟାଗ୍ନେସିଅମ, ବାନ୍ତି, ଏବଂ ପେଟ ଯନ୍ତ୍ରଣା ହୋଇପାରେ ।[୩] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଉଚ୍ଚ ରକ୍ତ କ୍ୟାଲସିଅମ ଏବଂ ଜଠରାନ୍ତ୍ର ଛିଦ୍ର ହୋଇପାରେ ।[୪] ଏହା ଖାଦ୍ୟନଳୀରେ ଥିବା ପୋଟାସିଅମକୁ ବାନ୍ଧିବା ଫଳରେ ମଳ ସାଥିରେ ଏହାର ପରିମାଣ ବୃଦ୍ଧି ପାଇ ବାହାରିଯାଏ ।[୨]
୨୦୧୫ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୧୭ରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ପାଟିରୋମରଙ୍କୁ ଅନୁମୋଦନ କରାଯାଇଥିଲା ।[୩] [୧] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଏହା ପିଛା ପ୍ରତି ମାସରେ ପ୍ରାୟ ୧୭୦ ପାଉଣ୍ଡ ଖର୍ଚ୍ଚ ହୁଏ ।[୪] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୧୦୦୦ ଡଲାର ଅଟେ ।[୫]