Clinical data | |
---|---|
Trade names | Zemplar |
Synonyms | 19-nor-1,25-(OH)2-vitamin D2 |
AHFS/Drugs.com | monograph |
MedlinePlus | a682335 |
Pregnancy category | |
Routes of administration | By mouth, intravenous |
Legal status | |
Legal status | |
Pharmacokinetic data | |
Bioavailability | 72%[୧] |
Protein binding | 99.8%[୧] |
Metabolism | Hepatic[୧] |
Elimination half-life | 14-20 hours[୧] |
Excretion | Faeces (74%), urine (16%)[୧] |
Identifiers | |
| |
ECHA InfoCard | 100.184.862 |
Chemical and physical data | |
Formula | C27H44O3 |
Molar mass | ୪୧୬.୬୫ g·mol−1 |
| |
(verify) |
ପାରିକାଲସିଟୋଲ (ଇଂରାଜୀ ଭାଷାରେ Paricalcitol), ଜେମପ୍ଲାର ଏହାର ଏକ ବିକ୍ରୟ ନାମ, ହେଉଛି କ୍ରନିକ୍ ବୃକ୍କ ରୋଗ ଜନିତ ହାଇପରପାରାଥାଇରଏଡିଜ୍ମ ରୋଗର ପ୍ରତିରୋଧ ଏବଂ ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୨] ଏହା ପାଟିରେ ଦିଆଯାଏ ।[୨]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ଆଲର୍ଜି ପ୍ରତିକ୍ରିୟା, ଅଇ, ମୁଣ୍ଡବିନ୍ଧା ଏବଂ ଶୋଇବାରେ ଅସୁବିଧା ଇତ୍ୟାଦି ହୋଇପାରେ ।[୩] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ହାଇପରକ୍ୟାଲସେମିଆ ଏବଂ ଆଲୁମିନିଅମ ବିଷାକ୍ତତା ହୋଇପାରେ ।[୩] ଗର୍ଭାବସ୍ଥାରେ ଏହାର ବ୍ୟବହାର ଚିନ୍ତା ଜନକ ହୋଇପାରେ ।[୨] ଏହା କାଲସିଟ୍ରିଓଲର ଏକ ରୂପ ଯାହା ଏକ ସକ୍ରିୟ ପ୍ରକାର ଜୀବସାର ଘ (Vitamin D) ।[୩]
୧୯୮୯ ମସିହାରେ ପାରିକାଲସିଟୋଲ ପେଟେଣ୍ଟ ହୋଇଥିଲା ଏବଂ ୧୯୯୮ରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା ।[୪] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।| [୩] ଯୁକ୍ତରାଜ୍ୟରେ ୧ ମାଇକ୍ରୋଗ୍ରାମ ବିଶିଷ୍ଟ ୨୮ ମାତ୍ରାରେ ମୂଲ୍ୟ ୨୦୨୧ ସୁଦ୍ଧା ୭୦ ପାଉଣ୍ଡ ଥିଲା ।[୨] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୂଲ୍ୟ ପ୍ରାୟ ୧୦୦ ଡଲାର ଅଟେ । [୫]