Pardi | |
---|---|
town | |
ଦେଶ | India |
ରାଜ୍ୟ | Gujarat |
ଜିଲ୍ଲା | Valsad |
Government | |
• Mayor, Pardi Nagarpalika | Mrs. Suraj Desai |
Elevation | 18 m (59 ft) |
Population (2001) | |
• Total | ୨୫,୨୪୧ |
ଭାଷା | |
• ସରକାରୀ | Gujarati, Hindi |
Time zone | UTC+5:30 (IST) |
ପାର୍ଦି ଏକ ଭାରତୀୟ ପୌରପାଳିକା (ମ୍ୟୁନିସିପାଲିଟି) ଅଟେ । ଏହା ଗୁଜରାଟର ବଲ୍ସଦ୍ ଜିଲ୍ଲାରେ ଅବସ୍ଥିତ ।
ପାର୍ଦି ୨୦.୫୦୮୭ ଉତ୍ତର ଅକ୍ଷାଂଶ ଓ ୭୨.୯୪୫୭ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୬୨ ଫୁଟ ଉଚ୍ଚତାରେ ରହିଛି ।[୧]
୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ପାର୍ଦି ସହରର ମୋଟ ଜନସଂଖ୍ୟା ୨୫୨୪୧ ଅଟେ ।[୨] ସେଥି ମଧ୍ୟରୁ ୫୧.୨୧% ଜଣ ପରୁଷ ହୋଇଥିବା ବେଳେ ୪୮.୭୯% ଜଣ ନାରୀ ଅଟନ୍ତି । ପାର୍ଦିର ସାକ୍ଷରତା ହାର ୭୬.୨୩% ଅଟେ । ଏହା ଜାତୀୟ ହାରଠାରୁ ୧୧.୩୯% ପ୍ରତିଶତ କମ ଅଟେ । ସେଥିରୁ ୪୧.୬୪% ପ୍ରତିଶତ ପୁରୁଷ ଓ ୩୪.୫୯% ନାରୀ ଅଟନ୍ତି । ୧୦.୩୨% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଗୁଜରାଟୀ ପାର୍ଦିର ସରକାରୀ ଭାଷା ଅଟେ ।