ପାଲିଫର୍ମିନ

ପାଲିଫର୍ମିନ
Clinical data
Trade namesKepivance
AHFS/Drugs.commonograph
MedlinePlusa605017
Routes of
administration
Intravenous bolus injection
Identifiers
ECHA InfoCard100.118.147 Edit this at Wikidata
Chemical and physical data
FormulaC721H1142N202O204S9
Molar mass୧୬,୧୯୨.୮୨ g·mol−1
  (verify)

ପାଲିଫର୍ମିନ (ଇଂରାଜୀ ଭାଷାରେ Palifermin), କେପିଭାନ୍ସ ଏହାର ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା କେମୋଥେରାପି ଜନିତ ପାଟି ପ୍ରଦାହର ଚିକିତ୍ସା ନିମନ୍ତେ ବ୍ୟବ‌ହାର କରାଯାଏ ।[] ନିର୍ଦ୍ଦିଷ୍ଟ ଭାବରେ ଏହା ଅଟୋଲୋଗସ୍ ଷ୍ଟେମ୍-ସେଲ୍ ପ୍ରତିରୋପଣ ଚିକିତ୍ସାର ଏକ ଅଂଶ ଭାବରେ ଉଚ୍ଚ ମାତ୍ରାର କେମୋଥେରାପି ଗ୍ରହଣ କରୁଥିବା ରକ୍ତ କର୍କଟ ରୋଗ ପାଇଁ ବ୍ୟବହୃତ ହୁଏ ।[] ଏହା ଏକ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ ।[] କେମୋଥେରାପି ଦେବାର ୨୪ ଘଣ୍ଟା ମଧ୍ୟରେ ଏହାକୁ ଦିଆଯିବା ଉଚିତ୍ ନୁହେଁ ।[]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଗଣ୍ଠି ଯନ୍ତ୍ରଣା, ନିଦ୍ରାହୀନତା, ଫୁଲା, ଲାଲ ରଙ୍ଗ ଏବଂ ଅଗ୍ନାଶୟ ପ୍ରଦାହ ହୋଇପାରେ ।[] ଏହା ଯୋଗୁ କେତେକ କର୍କଟ ରୋଗର ବୃଦ୍ଧି ଚିନ୍ତା ବୃଦ୍ଧି କରେ ।[] ଏହା କେରାଟିନୋସାଇଟ ଅଭିବୃଦ୍ଧି କାରକର (KGF) ଏକ ଉତ୍ପାଦିତ ରୂପ ।[] []

୨୦୦୪ ମସିହାରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ପାଲିଫର୍ମିନ ଅନୁମୋଦିତ ହୋଇଥିଲା ।[] ୨୦୦୫ ରେ ୟୁରୋପରେ ଏହା ଅନୁମୋଦିତ ହୋଇଥିବାବେଳେ ପରବର୍ତ୍ତୀ ସମୟରେ ସେହି ଅନୁମୋଦନ ପ୍ରତ୍ୟାହାର କରାଯାଇଥିଲା ।[] ୨୦୨୧ ସୁଦ୍ଧା କାନାଡ଼ାରେ ବ୍ୟବହାର ନିମନ୍ତେ ଅନୁମୋଦିତ ହୋଇନଥିଲା ।[] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ୬ଟି ମାତ୍ରାର ଅନୁକ୍ରମର ମୂଲ୍ୟ ପ୍ରାୟ ୧୭,୭୦୦ ଡଲାର ଥିଲା ।[]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Palifermin Monograph for Professionals". Drugs.com (in ଇଂରାଜୀ). Archived from the original on 17 August 2019. Retrieved 22 October 2021.
  2. "DailyMed - KEPIVANCE- palifermin injection, powder, lyophilized, for solution". dailymed.nlm.nih.gov. Archived from the original on 19 March 2021. Retrieved 24 October 2021.
  3. Beaven AW, Shea TC (September 2007). "The effect of palifermin on chemotherapyand radiation therapy-induced mucositis: a review of the current literature". Supportive Cancer Therapy. 4 (4): 188–97. doi:10.3816/SCT.2007.n.014. PMID 18632516.
  4. "Kepivance". Archived from the original on 6 October 2018. Retrieved 22 October 2021.
  5. Government of Canada, Health Canada (25 April 2012). "Drug Product Database Online Query". health-products.canada.ca. Archived from the original on 24 October 2021. Retrieved 24 October 2021.
  6. "Kepivance Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 19 April 2021. Retrieved 22 October 2021.