Monoclonal antibody | |
---|---|
Type | Whole antibody |
Source | Humanized (from mouse) |
Target | RSV protein F |
Clinical data | |
Trade names | Synagis |
AHFS/Drugs.com | monograph |
MedlinePlus | a698034 |
data |
|
Pregnancy category |
|
Routes of administration | Intramuscular |
Legal status | |
Legal status | |
Pharmacokinetic data | |
Elimination half-life | 18-20 days |
Chemical and physical data | |
Formula | C6470H10056N1700O2008S50 |
Molar mass | ୧,୪୫,୩୮୮.୫୧ g·mol−1 |
(verify) |
ପାଲିଭିଜୁମାବ, ଏକ ବିକ୍ରୟ ନାମ ସିନେଜିସ, ବ୍ରାଣ୍ଡ ନାମରେ ବିକ୍ରି ହେଉଛି, ହେଉଛି ଏକ ଔଷଧ ଯାହା ଅଧିକ ବିପଦ ଥିବା ଲୋକଙ୍କଠାରେ ଗମ୍ଭୀର ଶ୍ୱାସକ୍ରିୟା ସିନ୍ସିଟିଆଲ୍ ଜୀବାଣୁ (Respiratory syncytial virus/ ଆରଏସଭି) ସଂକ୍ରମଣକୁ ରୋକିବା ପାଇଁ ବ୍ୟବହୃତ ହୁଏ ।[୪] [୧] ଏଥିରେ ୬ ମାସରୁ କମ୍ ବୟସ୍କ ଓ ଅକାଳରେ ଜନ୍ମ ହୋଇଥିଲେ ଏବଂ ଦୁଇ ବର୍ଷରୁ କମ ବୟସର ପିଲା ହୃତ୍ପିଣ୍ଡ କିମ୍ବା ଫୁସଫୁସ ରୋଗରେ ଆକ୍ରାନ୍ତ ହୋଇଥିବା ଅନ୍ତର୍ଭୁକ୍ତ କରାଯାଏ ।[୧] ଆରଏସଭି ଋତୁରେ ଏହା ମାଂସପେଶୀରେ (IM) ଇଞ୍ଜେକ୍ସନ ଆକାରରେ ମାସକୁ ଥରେ ଦିଆଯାଏ ।[୧] [୫]
ସବୁଠାରୁ ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ହେଉଛି ଜ୍ୱର ଏବଂ ରାସ୍।[୧] ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲକ୍ସିସ୍ ଏବଂ କମ୍ ରକ୍ତ ପ୍ଲାଟେଲେଟ୍ ସ୍ତର ହୋଇପାରେ ।[୪] [୬] ଏହା ବୟସ୍କ ଲୋକମାନଙ୍କଠାରେ ବ୍ୟବହୃତ ହୁଏ ନାହିଁ ।[୪] ଏହା ଆରଏସଭିର ଫ୍ୟୁଜନ୍ ପ୍ରୋଟିନ୍ ଏ ବିରୁଦ୍ଧରେ ନିର୍ଦ୍ଦେଶିତ ଏକ ମୋନୋକ୍ଲୋନାଲ ଆଣ୍ଟିବଡି ଯାହା ଫୁସଫୁସର କୋଷରେ ପ୍ରବେଶକୁ ଅବରୋଧ କରିଥାଏ ।[୧]
୧୯୯୮ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୧୯୯୯ରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ପାଲିଭିଜୁମାବ ଅନୁମୋଦିତ ହୋଇଥିଲା ।[୪] [୧] କାନାଡାରେ ଏହାର ମୂଲ୍ୟ ପ୍ରାୟ ୭,୦୦୦ ସିଏଡି ଅଟେ ।[୭] ଯୁକ୍ତରାଜ୍ୟରେ ଏହାର ମୂଲ୍ୟ ପ୍ରାୟ ୫୬୦ ପାଉଣ୍ଡ ଏବଂ ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ୧୦୦ ମିଗ୍ରା ପାଇଁ ପ୍ରାୟ ୩,୨୦୦ ଡଲାର ଥିଲା ।[୬] [୮]
{{cite book}}
: CS1 maint: date format (link)