ପୃଥା ରେଡ୍ଡୀ | |
---|---|
![]() Preetha Reddy at the World Economic Forum on India 2012 | |
ଜାତୀୟତା | Indian |
ଶିକ୍ଷାନୁଷ୍ଠାନ | Stella Maris College, Chennai, University of Madras |
ବୃତ୍ତି(ସମୂହ) | Vice Chairperson, Apollo Hospitals |
ପୃଥା ରେଡ୍ଡୀ ଆପଲ ହସ୍ପିଟାଲର ଉପାଧ୍ୟକ୍ଷ, ଭାରତର ସବିଠାରୁ ବଡ଼ ସ୍ୱାସ୍ଥ୍ୟସେବା ସମ୍ମିଳନୀ ମଧ୍ୟରୁ ଅନ୍ୟତମ ଅଟନ୍ତି । ସେପ୍ଟେମ୍ବର ୨୦୧୨ ମସିହାରେ ସେ ମେଡିକାଲ ଟେକ୍ନୋଲୋଜି କମ୍ପାନୀ ମେଡଟ୍ରୋନିକର ସ୍ୱାଧୀନ ନିର୍ଦ୍ଦେଶକ ଭାବରେ ବୋର୍ଡକୁ ନିର୍ବାଚିତ ହୋଇଥିଲେ ।
ବଡ଼ ହୋଇ ରେଡ୍ଡୀ ତାଙ୍କ ପିତାଙ୍କ ଡାକ୍ତରଖାନା ପରିଦର୍ଶନ କରି ତାଙ୍କ କାର୍ଯ୍ୟକୁ ଅନୁସରଣ କଲେ ।[୧] ସେ ମାଡ୍ରାସ ବିଶ୍ୱବିଦ୍ୟାଳୟରୁ ରସାୟନ ବିଜ୍ଞାନରେ ସ୍ନାତକୋତ୍ତର ଏବଂ ଆନ୍ନାମଲାଇ ବିଶ୍ୱବିଦ୍ୟାଳୟରୁ ପବ୍ଲିକ ଆଡ଼ମିନଷ୍ଟ୍ରେସନରେ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ ।[୨][୩] ସେ କଲେଜରେ ପଢ଼ୁଥିବା ସମୟରେ ତାଙ୍କ ସ୍ୱାମୀଙ୍କୁ ବିବାହ କରିଥିଲେ ଏବଂ ତାଙ୍କ ଭଉଣୀ ଶୋବନା ହାଇଦ୍ରାବାଦ ଯିବାପରେ ତାଙ୍କ ପିତା ତାଙ୍କୁ ଆପୋଲୋ ହସ୍ପିଟାଲରେ କାମ କାଟିବାକୁ ନିମନ୍ତ୍ରଣ କରିଥିଲେ ।[୪]
ତାଙ୍କର ତିନି ଭଉଣୀ ସୁନିତା ରେଡ୍ଡୀ, ସଙ୍ଗୀତା ରେଡ୍ଡୀ ଓ ଶୋବନା କାମୀନେନି ଅଛନ୍ତି, ଯେଉଁମାନେ ଆପୋଲୋ ହସ୍ପିଟାଲରେ ନିର୍ଦ୍ଧେଶକ ଭାବେ କାର୍ଯ୍ୟ କରୁଛନ୍ତି । ସେମାନଙ୍କର ପିତା ପ୍ରତାପ ୧୯୮୩ ମସିହାରେ ଆପୋଲୋ ପ୍ରତିଷ୍ଠା କରିଥିଲେ ଏବଂ ପରିବାରର ୩୪ ପ୍ରତିଶତ ମାଲିକାନା ରହିଛି । [୫][୬]
e chemistry graduate from the University of Madras who also has a post graduate degree in Public Administration got down to business