Prithvipur | |
---|---|
Town | |
Country | India |
State | Madhya Pradesh |
Region | Bundelkhand |
District | Tikamgarh |
Government | |
• Type | Public |
• Body | City Council |
• MLA | Smt. Anita Nayak |
Population (2011)[୧] | |
• Total | ୨୬,୮୮୩ |
Time zone | UTC+5:30 (IST) |
PIN | 472336 |
Telephone code | 07680 |
ଯାନବାହାନ ପଞ୍ଚୀକରଣ | MP-36 |
ପୃଥିବୀପୁର ଏକ ଭାରତୀୟ ନଗର ପଞ୍ଚାୟତ ଅଟେ । ଏହା ମଧ୍ୟପ୍ରଦେଶର ତିକମ୍ଗଡ଼ ଜିଲ୍ଲାରେ ଅବସ୍ଥିତ ।
୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ପୃଥିବୀପୁର ସହରର ମୋଟ ଜନସଂଖ୍ୟା ୨୨୫୪୨ ଅଟେ ।[୨] ସେଥି ମଧ୍ୟରୁ ୫୨.୭୭% ଜଣ ପରୁଷ ହୋଇଥିବା ବେଳେ ୪୭.୨୩% ଜଣ ନାରୀ ଅଟନ୍ତି । ପୃଥିବୀପୁରର ସାକ୍ଷରତା ହାର ୫୦.୦୫% ଅଟେ । ଏହା ଜାତୀୟ ହାରଠାରୁ ୧୪.୭୯% ପ୍ରତିଶତ ଅଧିକ ଅଟେ । ସେଥିରୁ ୩୧.୫୧% ପ୍ରତିଶତ ପୁରୁଷ ଓ ୧୮.୫୪% ନାରୀ ଅଟନ୍ତି । ୧୭.୯୬% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ହିନ୍ଦୀ ପୃଥିବୀପୁରର ସରକାରୀ ଭାଷା ଅଟେ ।
== ଆହୁରି ପଢନ୍ତୁ == kebe arambha hoi thila