Clinical data | |
---|---|
Trade names | Neulasta, Udenyca, Ristempa, others[୩] |
Synonyms | pegfilgrastim-apgf, pegfilgrastim-bmez, pegfilgrastim-cbqv, pegfilgrastim-jmdb |
AHFS/Drugs.com | monograph |
MedlinePlus | a607058 |
data |
|
Pregnancy category | |
Routes of administration | Subcutaneous |
Legal status | |
Legal status | |
Pharmacokinetic data | |
Elimination half-life | 15–80 hrs |
Identifiers | |
| |
ECHA InfoCard | 100.169.155 |
Chemical and physical data | |
Formula | C845H1343N223O243S9 |
Molar mass | ୧୮,୮୦୨.୯0 g·mol−1 |
(verify) |
ପେଗଫିଲଗ୍ରାଷ୍ଟିମ, ଅନ୍ୟମାନଙ୍କ ମଧ୍ୟରେ ନ୍ୟୁଲାଷ୍ଟା ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା କେମୋଥେରାପି କିମ୍ବା ବିକିରଣ ରୋଗରେ କମ୍ ନିଉଟ୍ରୋଫିଲ ଥିଲେ ତାହାର ଚିକିତ୍ସା ନିମନ୍ତେ ବ୍ୟବହାର କରାଯାଏ ।[୮] [୭] ଏହାର ଉପକାର ଫିଲଗ୍ରାଷ୍ଟିମ୍ ସହିତ ସମାନ କିନ୍ତୁ ବାରମ୍ବାର ଦିଆଯିବା ଆବଶ୍ୟକ ନୁହେଁ ।[୮] ଚର୍ମ ତଳେ ଇଞ୍ଜେକସନ ଆକାରରେ ଦିଆଯାଏ ।[୪]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ହାଡ଼ ଯନ୍ତ୍ରଣା ହୋଇପାରେ ।[୪] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ପ୍ଲିହା ଫାଟିବା, ବୟସ୍କଙ୍କ ଶ୍ୱାସକ୍ରିୟା ସମସ୍ୟା ସିଣ୍ଡ୍ରୋମ (ADRS) ଏବଂ ଆନାଫାଇଲକ୍ସିସ୍ ହୋଇପାରେ ।[୮] ଏହା ଫିଲଗ୍ରାଷ୍ଟିମର ଏକ ପେଗିଲେଟେଡ ଫର୍ମ, ଏକ ରେକମ୍ବିନାଣ୍ଟ ଗ୍ରାନୁଲୋସାଇଟ୍ କଲୋନୀ-ଉତ୍ତେଜକ କାରକ (GCSF) | [୭] ଏହା ଅସ୍ଥି ମଜ୍ଜାଦ୍ୱାରା ଶ୍ୱେତ ରକ୍ତ କଣିକା (ଲ୍ୟୁକୋସାଇଟ୍) ଉତ୍ପାଦନକୁ ବୃଦ୍ଧି କରିଥାଏ [୪]
୨୦୦୨ ମସିହାରେ ଆମେରିକା, ୟୁରୋପ ଏବଂ ଅଷ୍ଟ୍ରେଲିଆରେ ଡାକ୍ତରୀ ବ୍ୟବହାର ପାଇଁ ପେଗଫିଲଗ୍ରାଷ୍ଟିମ ଅନୁମୋଦିତ ହୋଇଥିଲା ।[୮] [୪] [୯] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜରୁରୀ ଔଷଧ ତାଲିକାରେ ଅଛି ।[୧୦] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ଏହାର ଏକ ମାତ୍ରା ପ୍ରାୟ ୬,୨୦୦ ଡଲାର ଅଟେ; ଯଦିଓ ଏକ ବାୟୋସିମିଲାର ପ୍ରତି ଡୋଜର ମୂଲ୍ୟ ୩,୮୦୦ ଡଲାର ।[୧୧] [୧୨] ଯୁକ୍ତରାଜ୍ୟରେ ଏହି ରାଶିର ମୂଲ୍ୟ ମୂଲ୍ୟ ୪୧୦ ପାଉଣ୍ଡ ଅଟେ ।[୧୩]
{{cite web}}
: CS1 maint: url-status (link)