Pegaptanib sodium |
|
Trade names | Macugen |
---|
AHFS/Drugs.com | monograph |
---|
MedlinePlus | a607057 |
---|
Pregnancy category |
- US: B (No risk in non-human studies)
|
---|
Routes of administration | Intravitreal injection |
---|
|
Legal status |
|
---|
|
Elimination half-life | 10 days |
---|
|
- RNA, ((2'-deoxy-2'-fluoro)C-Gm-Gm-A-A-(2'-deoxy-2'-fluoro)U-(2'-deoxy-2'-fluoro)C-Am-Gm-(2'-deoxy-2'-fluoro)U-Gm-Am-Am-(2'-deoxy-2'-fluoro)U-Gm-(2'-deoxy-2'-fluoro)C-(2'-deoxy-2'-fluoro)U-(2'-deoxy-2'fluoro)U-Am-(2'-deoxy-2'-fluoro)U-Am-(2'-deoxy-2'-fluoro)C-Am-(2'-deoxy-2'-fluoro)U-(2'deoxy-2'-fluoro)C-(2'-deoxy-2'-fluoro)C-Gm-(3'→3')-dT), 5'-ester with α,α'-[4,12-dioxo-6[[[5-(phosphoonoxy)pentyl]amino]carbonyl]-3,13-dioxa-5,11-diaza-1,15-pentadecanediyl]bis[ω-methoxypoly(oxy-1,2-ethanediyl)], sodium salt[୧]
|
|
Formula | C294H342F13N107Na28O188P28[C2H4O](m+n) (m+n≈900) |
---|
Molar mass | ~50 kg/mol |
---|
|
ପେଗାପ୍ଟାନିବ (ଇଂରାଜୀ ଭାଷାରେ Pegaptanib), ମାକୁଗେନ ଏହାର ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ଓଦା ବୟସ ସମ୍ବନ୍ଧୀୟ ମାକୁଲାର ଡିଜେରେସନ (AMD)ର ଚିକିତ୍ସା ପାଇଁ ବ୍ୟବହୃତ ହୋଇଥିଲା ।[୨] ଏହା ଆଖିରେ ଇଞ୍ଜେକସନ ଆକାରରେ ବ୍ୟବହୃତ ହେଉଥିଲା ।[୨]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅସ୍ପଷ୍ଟ ଦୃଷ୍ଟିଶକ୍ତି, ମୋତିଆବିନ୍ଦୁ, କଞ୍ଜକ୍ଟିଭାଲ ରକ୍ତସ୍ରାବ, ଆଖି ଯନ୍ତ୍ରଣା ଏବଂ ଆଖି ଭିତର ବା ଇଣ୍ଟ୍ରାଓକୁଲାର ଚାପ ବଢ଼ିଥାଏ ।[୩] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲାକସିସ ଏବଂ ଏଣ୍ଡୋଫଥାଲମାଇଟିସ ଅନ୍ତର୍ଭୁକ୍ତ ହୋଇପାରେ | [୩] ଏହା ଭାସ୍କୁଲାର ଏଣ୍ଡୋଥେଲିଆଲ ଅଭିବୃଦ୍ଧି କାରକକୁ (VEGF) ଅବରୋଧ କରି କାର୍ଯ୍ୟକ୍ଷମ ହୁଏ ।[୩]
୨୦୦୪ ମସିହାରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ ପେଗାପ୍ଟାନିବ ଅନୁମୋଦିତ ହୋଇଥିଲା ।[୪] ୨୦୦୬ରେ ଏହା ୟୁରୋପରେ ଅନୁମୋଦିତ ହୋଇଥିବାବେଳେ ପରବର୍ତ୍ତୀ ସମୟରେ ଏହି ଅନୁମୋଦନ ପ୍ରତ୍ୟାହାର କରାଯାଇଥିଲା ।[୫] ଯୁକ୍ତରାଷ୍ଟ୍ରରେ ୦.୩ ମିଗ୍ରା ଭିଆଲର ମୂଲ୍ୟ ପ୍ରାୟ ୭୮୦ ଡଲାର ।[୬] ୨୦୧୬ ସୁଦ୍ଧା ଏହା ଆଉ ଆମେରିକାରେ ଉପଲବ୍ଧ ନୁହେଁ । [୭]
- ↑ Drug Information: Pegaptanib Sodium Injection Archived 2013-12-14 at the Wayback Machine.
- ↑ ୨.୦ ୨.୧ "Macugen (pegaptanib)" (PDF). European Medicines Agency: 1–3. 2010. Archived from the original (PDF) on 2013-12-13. Retrieved 2013-12-08.
- ↑ ୩.୦ ୩.୧ ୩.୨ "Pegaptanib Monograph for Professionals". Drugs.com (in ଇଂରାଜୀ). Archived from the original on 3 June 2021. Retrieved 26 October 2021.
- ↑ "MACUGEN- pegaptanib sodium injection, solution". dailymed.nlm.nih.gov. Archived from the original on 26 October 2021. Retrieved 26 October 2021.
- ↑ "Macugen". Archived from the original on 6 May 2021. Retrieved 26 October 2021.
- ↑ "Macugen Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 30 September 2020. Retrieved 26 October 2021.
- ↑ Wong, Randall (2016). "Ocular drug delivery systems" (PDF). Retina Today. Archived (PDF) from the original on 26 October 2021. Retrieved 26 October 2021.